ମାତୃଭାଷା – ସାଗର ପ୍ରଧାନ

ଭୁଲ ନାହିଁ ଭୁଲ ନାହିଁଆମ ମାତୃଭାଷା ଓଡ଼ିଆକୁସେ ଅଟଇ ଆମ ସଂସ୍କୃତିକରେ ମହିୟାନ ଓଡିଶାକୁ ।।୧।। ଆଜିକାର ପିତାମାତାଭାବନ୍ତି ଇଂରାଜୀ ଭାଷା ଶ୍ରେଷ୍ଠସେମାନେ ଜାଣି ନାହାନ୍ତି ବୋଧେତାଙ୍କ ଜୀବନ ହୋଇଛିଏହି ଭାଷାରେ ପରିପୁଷ୍ଟ।।୨।। ଇଂରାଜୀ…

ତୁ ମୋର – ସାଗର ପ୍ରଧାନ

ତୁ ମୋର..କାହିଁକି ଏମିତିଖୋଜୁଛି ମୋ ଆଖିପ୍ରତି ପଲକରେ ତୋତେକାହିଁକି ଭାବୁଛିରାତି ସାରା ଚେଇଁମୋ ମନ ତୋ କଥା ଯେତେ…. ଯେତେ ଦେଖିଲେବିମନ ବୁଝେ ନାହିଁତୋ ପାଇଁ   ମୋ ମନ ବ୍ୟାକୁଳସତେ କି ତୁ ମୋରସ୍ବପ୍ନ…

ବନ୍ଧୁ – ସାଗର ପ୍ରଧାନ

ତୁମେ ମୋର ବନ୍ଧୁ ଆନ ନାହିଁ ବନ୍ଧୁସାରା ଜୀବନ କୁ ବାନ୍ଧିଛି ବନ୍ଧତୁମେ ମୋର ଯଦି  ସାଥୀ ରେ ନଥିବକିଏ ଦେବା ମୋ ଶବ କୁ କାନ୍ଧ। ଜାଣେ ନାହିଁ ବନ୍ଧୁ କି ଭାବ…

ମହାତ୍ମା ଗାନ୍ଧୀ – ସାଗର ପ୍ରଧାନ

ହେ ମହାତ୍ମା ତୁମେ ଭାରତ ଭୂଇଁ ରେ ନିଅ ବାରେ ଅବତାର ଅହିଂସା ର ସ୍ଥାନ ତିଳେ ମାତ୍ର ନାଇ ବଢିଲାନି ହିଂସା ଭାର। ସତ୍ୟ ର ସନ୍ଧାନ ମିଳୁନାହିଁ ଏଠି ଅସତ୍ୟ କରେ…

ପ୍ରକୃତି ବନ୍ଧୁ – ସାଗର ପ୍ରଧାନ

ଚିର ଜୀବନ୍ତ ଆମ ପ୍ରକୃତି ରାଣୀନଷ୍ଟ କରନି ତୁମେ ଏ  କଥା ଜାଣି। କେଡେ ମନୋହର ଏ ପ୍ରକୃତି ଶୋଭାପ୍ରତି ସୃଷ୍ଟି ତାର ଲାଗେ ମନଲୋଭା। ଝରଣା ତଟନୀ ତା ବକ୍ଷର ହାରଗିରି ବନ…

ବିଦାୟ – ସାଗର ପ୍ରଧାନ

ବିଦାୟ ବି ଅଦିନିଆ ବର୍ଷା ପରିଅଜାଣତେ ବହିଯାଏ ଅଶ୍ରୁ ଧାରହୃଦୟ ଅନ୍ତରୁ ଉଠେ କୋହ ସବୁସମୁଦ୍ରେ ତରଙ୍ଗାଇତ ଉର୍ମି ପରି। ତରୁ ବୃନ୍ତ ଡାଳୁ ପକ୍ଷୀ ନିଡ ପରିଭାଙ୍ଗି ଯାଏ ହସ ଖୁସି ଦିନ…

ଶ୍ରାବଣ ଓ ପ୍ରିୟା – ସାଗର ପ୍ରଧାନ

ଶ୍ରାବଣଟା ସିନା ଫେରିତ ଆସିଲାଫେରିଲନି ତୁମେ ପ୍ରିୟାବରଷାଛିଟା ମୋ ଦେହରେ ବାଜିଲେମନେପଡେ ତୁମ ଛୁଆଁ । ତୁମେ ଯେଉଁଦିନ ବାଟ ଭାଙ୍ଗି ଦେଇନିଜ ପଥେ ଗଲ ଚାଲିସେହିଦିନ ଠାରୁ ବର୍ଷାରେ ଭିଯିବାମନରୁ ଯାଇଛି ଭୁଲି…

ରଥଯାତ୍ରା – ସାଗର ପ୍ରଧାନ

କାଉତ କଳା କୋଇଲି କଳା କଳା କଜଳ ପାତିରଥ କୁ ଦେଖ ଝୁଲି ଆସୁଛିକଳା ବାମନ ହାତୀ। ବଗ ତ ଧଳା ହଂସ ତ ଧଳାଧଳା ଗୋଠ ର ଗାଈସାଥିରେ ଦେଖ ଡାକି ନଉଛିସାଥେ…