ଭଲଲାଗେ ମୋତେ – ସାହାଣୀ ସଂଜୟ କୁମାର ଧଉଳି

ଭଲ ଲାଗେ ମୋତେପହିଲି ବର୍ଷାର  ପହିଲି ଛିଟା,ଭଲ ଲାଗେ ମୋତେଶୀତ ସକାଳର କାକର ଟୋପା ॥୧॥ ଭଲ ଲାଗେ ମୋତେ    ଆମ୍ବଡାଳେ  କୋଇଲିର  କୁହୁ,ଭଲ ଲାଗେ ମୋତେ ବସନ୍ତ ରୁତୁର ଫୁଲଫଳର ମହକ…