ଆଇଛେ ରଜ – ଶାନ୍ତନୁ କୁମାର କର୍ଣ୍ଣ

ବଛର୍ ଟାକେ ଥରେ ଆଇଛେ ରଜ କେଥେ ସଜ୍ ବାଜ୍ ହେଇ, ଦୁଲିଥି ଝୁଲମା ଆମହେ ସଭେଁ ଯେତେ ରଜ ଗୀତ ଗାଇ ଗାଇ ।। ପୁଡା ପିଠା ଗୁଟେ ଖାଏମା ସଭେଁ ଘର୍…

ସମ୍ବଲପୁରୀ କବିତା – ଇ ସମିଆଁ ର୍ ଚଲନ୍ – ଶାନ୍ତନୁ କୁମାର କର୍ଣ୍ଣ

ଅଘୋକାଲର୍ ନୀତିନିଅମ୍ନେଇନ ପରେ ଆଝି,ଗାଁ ଗଉଁଲି ନ ହଉଚେ ଆଏଜ୍ନେତା ମାନକର୍ ଭୁଜି । ସେ ସମିଆଁର୍ ଗାଁ ଆଏଜ୍ହେଇଗଲାନ ଭିଲେଜ୍,ଗୁହାଲପଢା ଉଠିକରି ହେଲାନଇଂଲିଶ୍ ମିଡ଼ିଅମ୍ କଲେଜ୍ । ଭାଗବତ୍ ଗୁଡିକେ ଭାଙ୍ଗିଆଏଜ୍ କରିଦେଲେନ…

ସମ୍ବଲପୁରୀ ନନୀ – ଫିରୋଜ କୁମାର ପଟେଲ

ଏ ବେଟୀ….ଦମ ଧର..ମାଁର୍ ପନତକାନି ନ ଥିମି ବଲିଏଁନ୍ତା ଫୁଲେଇ ହେଲେ କେଂତା ହେବା?ତୋର ଅଂଟାହଲା ସମକୁ ବାଇ କରସି ଯେ ;ଗାଁର୍ ପିଂଢାନ ଚପକି ଗଲେ ନାଇଁ ବନେଗାଁ ତରାର୍ ଜୋର ଲହଁକିତତେ…

ସମିଆଁ ର ଖେଳ – ଧର୍ମରାଜ ମହାମଲ୍ଲିକ

ମୁନୁଷ୍ ଜୀବନ ତ ଏ ପାଏନ ଫୁଟକା୍ଯିବା କେତେବେଳେ ବି ଫାଟିସବୁ ତ ରହେଲା ସମିଆଁ ର ହାତେଆତ୍ମା ସିନେ ଅମର ଏ ଦିହି ମିଶବା ମାଟି ଯେତେ ବଡ଼ ହଉ ନି ଯେ…

ସମ୍ବଲପୁରୀ କବିତା – ଆମର୍ ଦେଶର୍ ଶିକ୍ଷାନୀତି – ସମୀର କୁମାର ମହାମଲ୍ଲୀକ

ମଠିଆ ଭିତରୁ ପେନ୍ ଗଲୁଛେ              ନାଇ ଦିଶବାର କଣାଆମର୍ ଦେଶର୍ ଶିକ୍ଷାନୀତି             ମହାପୁରୁ କେ ଜନା ।ଘାଏ କେ…

ସମ୍ବଲପୁରୀ କବିତା – ରକତେ ଲେଖିଛେଁ ଚିଠି – ସମୀର କୁମାର ମହାମଲ୍ଲୀକ

ମନ୍ ମାଗିଥିଲୁ, ମନ୍ ଦେଇଥିନିମନ୍ କେ ଦେଲୁ ମୋର୍ ଭାଂଗି,ଫୁଲ୍ ଲେଖେ ମତେ ଛିଡେଇ ନେଇଫିକି ଦେଲୁ ଟିକେ ସୁଂଘି  ।ଜୀବନ୍ ଠାନୁ ଜହ ଜରୁରତ୍ ଥିଲୁହେଲେ ଇ ଜୀବନ୍ ଦେଲୁ ଜାଲି ,ଟାନୁଆଁ…

କହତ.. ଇଟା କାଣା ହେଉଛ – ଫିରୋଜ୍ କୁମାର ପଟେଲ

ତୁଇ କହୁଛୁ , ମୁଇଁ ବି କହୁଛେଁଫିରଭି କଥା ଭିତରେ କେତେ କଥାବାକି ରହି ଯାଉଛେ…ପୁରୁଣା ଚାଟ କେ ବାରବାର ପଢ଼ବାର୍ପ୍ରୋଫାଇଲ ଫଟୋକେଜୁମ୍ କରି ଦେଖିବାର୍ ଥିଦିନ ବିତି ଯାଉଛେ…କହତ..ଇଟା କାଣା ହେଉଛେ ?…

ନୂଆଖାଇ ଭେଟ୍ – ବିଷ୍ଣୁ ପ୍ରସାଦ ମିଶ୍ର

ଶରଦ ଆସିଲେ କୁରେଇଫୁଲ ହସେମନ୍ ଲାଗେ ନୂଆଁ ନୂଆଁ,ନୁଆଁଖାଇ ଗୀତ ରଚନା କରେମିହେଲେ ସମଲେଇ ସାହା। ନାଇଁ ଜାନେ ଭାଷା ସୁରର ସରସାକେନ୍ତା କରେମି ରଚନ,ମନ୍ କେ ଜାଗିଛନ୍ ମାଆ ର କରୂନାଛନଛନ ହେସି…