ପିଲାଦିନ ଏକପଦୀ – ସମିର କୁମାର ବେଉରା

ହେ ସମୟତମେ ମତେ ଫେରେଇଦିଅମୋ ପିଲାଦିନ ଧୂଳିଖେଳଫେରେଇଦିଅ ତମେ ସେଦିନରସାଙ୍ଗସାଥି , ଜାମୁକୋଳିଗହିର କଙ୍କଡା ଆଉ ମୁଢ଼ିମୁଆଁ ,ଫେରେଇଦିଅ ଥରୁଟିଏ ପାଇଁମୋ ନବମ ଶ୍ରେଣୀର ସାଥିକଇଁର ପହିଲି ଛୁଁଆ | ସମିର କୁମାର ବେଉରାକୁସୁପଙ୍ଗି,…

ଅନୁଭୂତି କଥା – ଶହୀଦ – ସମିର କୁମାର ବେଉରା

ଆନୱାର ମୋର କଲିଗ | ଗୋଟିଏ ଅଫିସରେ କାମ କରୁ | ଆନୱାର, ମୁ ଆଉ ଅରବିନ୍ଦ ତିନିଜଣ ଭଲ ସାଙ୍ଗ | ମୁ ଓଡ଼ିଶାର, ଅରବିନ୍ଦ କେରଳର ଆଉ ଆନୱାର ତାମିଲ ମୁସଲମାନ…

ଆଉ ଏକ – ସମିର କୁମାର ବେଉରା

ଗୋଟେ ପଟେ ମୋର ଭାତୃପ୍ରେମ                          ଆର ପଟେ ତୋର ପତିଭକ୍ତିଆଉ ମଝିରେପ୍ରତି ମୁହୂର୍ତ୍ତରେସଂସାରର ଭାତହାଣ୍ଡିରେମଲା ଚାଉଳ ପରି…

ମନେ ପଡୁଛି ଆଜି – ସମିର କୁମାର ବେଉରା

ମନେପଡୁଛି ଆଜି ହୃଦୟରେ ସାଇତା ସବୁ ସୁନେଲି ସ୍ମୃତି , ଯାହା ମୁ ହଜାଇ ଦେଇଛି ଯାହା ଆଉଥରେ ଆସିବ କି ଜାଣେନା ମନେପଡିଗଲେ ସେଇ ଦିନମାନେ ଲୁହ ବି ମୋ ବୋଲ ମାନେନା…

ଆସିବୁକି ଫେରି ଆଉଥରେ ତୁ – ସମିର କୁମାର ବେଉରା

ଆସିବୁକି ଫେରି ଆଉଥରେ ତୁ ଚଇତରେ ଚଇତାଳି ବାସ୍ନା ସହ ଆମ ବାଡ଼ିପଟେ ବାସୁଥିବକଷି ଆମ୍ବ ମହମହ ,ତୋର ମୋର ଲେଖିବା କବିତା ସାଙ୍ଗହୋଇ ଆମ ଶୈଶବର ଅଭୁଲା କଥା ସବୁ ମନେ ପକେଇ…

କ୍ଷୁଦ୍ରଗଳ୍ପ – ବାଜେ ଝିଅ – ସମୀର କୁମାର ବେଉରା

ଦୀପ୍ତି ଦାସ ଚକିତ ହୋଇଗଲା, ମୁ ବି ଚମକି ପଡିଲି ତାକୁ ଦେଖି | ଦୀର୍ଘ କୋଡିଏ ବର୍ଷ ପରେ ତା ସହ ମୋର ଦେଖା | ପତ୍ନୀଙ୍କୁ ନେଇ ମୁଁ ଯାଇଥିଲି କଟକର…

ସାକ୍ଷାତ – ସମିର କୁମାର ବେଉରା

କେବେ ଭାବିନଥିଲିଜୀବନରେ ଆଉଥରେଦୀପ୍ତି ଦାସ ସହଏମିତି ଅଚାନକଦେଖାହେବ ବୋଲି |ସେ ହଜି ସାରିଥିଲାମୋ ସ୍ମୃତିର ସୌରମଣ୍ଡଳରୁମଜ୍ଜି ସାରିଥିଲା ବୋଧେ ତାସୁଖୀ ସଂସାରରେ,ହେଲେ ଏ ଅଚାନକ ଦେଖାମନେ ପକାଇ ଦେଲାକଅଁଳ ବୟସର ପ୍ରଥମ ପ୍ରେମକୁସମୟ ରହିଗଲା…

ସ୍ମୃତି – ସମିର କୁମାର ବେଉରା

ଆ ଆଜି ଆଉଥରେସାଙ୍ଗହେଇ ସ୍କୁଲ ଯିବା ,ସ୍କୁଲ ପାଚେରିକରେଲାଲ କୃଷ୍ଣଚୂଡ଼ାର ଛାଇରେଇତିହାସ ପଢିବା |ପୁଣିଥରେ ଖେଳିବାରାଜାରାଣୀ ବୋହୁଚୋରିଗପିବା ଅଗନାଅଗନି ବନସ୍ତରାଜାରାଣୀ ଆଉ କେତେବୁଢ଼ୀ ଅସୁରୁଣୀ କଥାସୂର୍ଯ୍ୟ ତେଣେ ଆସୁଥିବେ ନଇଁପୁଣିଥରେ ବାରଣାରୁତୋଳିଦେବି ବିରହୀ କଇଁ…