କବିତା – ଘର୍ମ – ସଞ୍ଜୟ କୁମାର ପଣ୍ଡା

ସେ ଆସେ  ନିଦାଘର ପ୍ରଚଣ୍ଡ ରୌଦ୍ରତାପରେ, ସେ ଆସେ ଆତତାୟୀର ସଙ୍ଗୀନ୍ ମୁନରୁ ଧାଏଁ ଧାଏଁ ଗୁଳିଛୁଟିଲେ । ସେ ପୁଣି ଆସେ ଏକ ଅଜଣା ସାୟାହ୍ନରେ  ଅତି ଅନ୍ତରଙ୍ଗ ବୋଲାଉଥିବା ସେହି ମନର…

ଜେଜେମା – ସଞ୍ଜୟ କୁମାର ପଣ୍ଡା

ବିଳାସର ଚୌପାଟୀରେ  ଆଣ୍ଠୁମାଡ଼ି ବସି ବସି,ଅଭିଯୋଗର ଚିଠା ପୁଞ୍ଜେଚୋରା ପକେଟରେ ସାଇତିଥିବାମୋ ଭଳି ମଣିଷମାନେ ଆସ । ଦେଖିଯିବ ମୋ ଜେଜେମାକୁ,ଦେଖିଯିବ ତା ଅର୍ଦ୍ଧବକ୍ର ଶରୀରକୁ,ପଶିଯାଇଥିବା ଆଖି,ଲୋଚାକୋଚା ମାଂସର ପରଦାକୁ । ତା ଦେହରୁ…

ଭିଜେଇ ଦେଇଯା ମୋତେ – ସଞ୍ଜୟ କୁମାର ପଣ୍ଡା

ପ୍ରିୟା …. ତୁମ ଆଖିର ଚାହାଣୀରେବୋହି ଆସୁଥିବା ଦଲକାଏ ଦକ୍ଷୀଣା ପବନ,ସ୍ଥିର ହୋଇଯାଏ ମୋ ଆଖି ସହ ଧକ୍କା ହେଲାପରେ । ଗୁମ୍ ସୁମ୍ ମନଭିତରେସୃଷ୍ଟି ହୁଏ ଅଦିନିଆ ବତାସିର ସମ୍ଭାର ।ହୃଦୟ ଖୋଜେନି…

ହାତୀର ଜବାବ – ସଞ୍ଜୟ କୁମାର ପଣ୍ଡା

ଟାଙ୍ଗରା ଜଙ୍ଗଲୁ ହାତୀପଲେ ଦିନେ କାଟିବାକୁ ଛୁଟିଦିନ,ସହରର ଗଳି କନ୍ଦି ବୁଲୁଥିଲେ ହଲେଇ ହଲେଇ କାନ ।ଚିକଣ ଚାକଣ ଅଫିସର ଗଣ ଦେଖିଣ ହାତୀଙ୍କ ପଲ,ପଚାରିଲେ ଆସି ଜଙ୍ଗଲ କୁ ଛାଡି ଏଠାକୁ କାହିଁ…

ବ୍ୟଙ୍ଗ କବିତା – ଭୋଟର ମୁଁ ଇଜିମାଲିଆ – ସଞ୍ଜୟ କୁମାର ପଣ୍ଡା

ଚିନ୍ତାରେ ପଡ଼ିଛି ଧେଡ଼ଅଜା ଏବେ  କାହାକୁ ସେ ଦେବ ଭୋଅଟ,ମିଳିବନି ତାକୁ ମଦ କି ମାଉଁସ ମିଳିବନି ଅବା ନୋଅଟ।ବଡପୁଅ ପରା ହାତରେ ବଇଚି ଗାନ୍ଧୀ ଆଦର୍ଶକୁ ଧରି,କହୁଛି ବାପା ମୁଁ ଜିତିଗଲା ପରେ…

ଇ-ମାନବିକତା – ସଞ୍ଜୟ କୁମାର ପଣ୍ଡା

ସର୍ବେ ଆଜି ବ୍ୟସ୍ତ ସଦା ଆତ୍ମ ବିଜ୍ଞାପନେ, ଆତ୍ମ ପ୍ରଚାରେ, ସର୍ବେ ବ୍ୟାକୁଳିତ ସେହି ଚନ୍ଦ୍ରବଦନଟିକୁ ଦେଖେଇବା ପାଇଁ କ୍ୟାମେରା ଆଗରେ ଇଁ କରି ବତିଶ ଦେଖେଇ। କେବେ ଡୁବିଯାଉଥିବା ମଣିଷର ଆର୍ତ୍ତଚିତ୍କାର ସହିତ,…

ରମ୍ୟରଚନା – ନିର୍ବାଚନ ଋତୁ – ସଞ୍ଜୟ କୁମାର ପଣ୍ଡା

ବସନ୍ତ ଆସିଲେ ବହୁ ଦୂର ଦୂରାନ୍ତରୁ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀ ଆସି ଜମା ହୁଅନ୍ତି ଏ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ । ପୁଣି ସମୟ ଆସେ ସବୁପକ୍ଷୀ ଏବଂ ପର୍ଯ୍ୟଟକ ଉଭୟ …

ସ୍ମୃତିରେ ତୁମେ – ସଞ୍ଜୟ କୁମାର ପଣ୍ଡା

ଚକ୍ଷୁ ଦ୍ୱୟର ପରିଧିର ବହୁ ଦୂର ଯାଏନିର୍ବିକାରେ ପଡିରହିଥିବା ବିସ୍ତୀର୍ଣ୍ଣଅସୁମାରୀ ବାଲୁକା ରେଣୁରେ ,ଚାଲୁ ଚାଲୁ ଖୋଜିବୁଲେ କିଛିଅଜାଣତେ ହୋଇ ଆନମନା । ସାଗରର ଉତ୍ତାଳ ତରଙ୍ଗକୁ ହେଉଅବା ସାନ୍ଧ୍ୟ କାଳୀନରକ୍ତିମ ଗଗନର ଆଭାକୁବିଗତ…