କବିତା – ସିଏକି ରଖିବ ମନେ – ଶ୍ରୀମତି ସଂଯୁକ୍ତା ମହାପାତ୍ର

ମନର ଝରକା ଖୋଲି ମୁଁ ଦେଖିଲିକାହିଁ କେତେ ଦୂରେ, ନୟନ ସେପାରେହୃଦୟ ଯେ ମୋର ଯାଇଛି ହଜି ।ନିରବରେ କିଏ ନେଇ ଗଲା ଅବା,ଅଜାଣତେ କାରେ ଦେଇଦେଲି ମୁଁ,ଖୋଜି ଖୋଜି କେତେହୃଦୟକୁ ମୋର ପାଉନି…

କବିତା – ହେ ମୃତ୍ୟୁ ଆଜି ତୁମେ ଖାଲିହାତ ଯାଅ – ଶ୍ରୀମତି ସଂଯୁକ୍ତା ମହାପାତ୍ର

ହେ ମୃତ୍ୟୁ !ଆଜି ତୁମେ ଫେରି ଯାଅ, ଆଉ ଦିନେ ଆସିବ,ମୋ ପ୍ରିୟ ସଙ୍ଗେ ମୋତେ ଆଉ କିଛି ଦିନ ରହିବାକୁ ଦିଅ ।କିଏ ଜାଣିଛି,ଏ ସମୟ ଆଉ ଆସିବ କି ନାହିଁ,କେତେ କଥା…