କବିତା – ଶିଶୁ ଶ୍ରମିକ – ସନ୍ତୋଷ ପଟ୍ଟନାୟକ

ଜୀବନ ଜୀବିକା ଅସହାୟ ଏଠିବାଟ ଓଗାଳୁଛି ଜାତିଆଶା ସ୍ବପ୍ନ ସବୁ ମରିମରି ଯାଏଭିଷଣ ଏ ପରିସ୍ଥିତିବଞ୍ଚିବାର ମୋହ ଘାରୁଚି ସଭିଙ୍କୁଦାନା ପାଇଁ ସର୍ବେ ବ୍ୟସ୍ତଶ୍ରମିକ ନହୋଇ ଶିଶୁଟି ପଢ଼ିଲେଦୁର୍ଦିନ ହୁଅନ୍ତା ଅସ୍ତ….. ସନ୍ତୋଷ ପଟ୍ଟନାୟକ,…

କବିତା – ତୁମବିନା – ସନ୍ତୋଷ ପଟ୍ଟନାୟକ

ଆଖିପାଣି ମୋର ଆଖିରେ ମଲାଣି      ଆସିବା ବାଟକୁ ଚାହିଁ  ଆଦିମତୃଷ୍ଣାଟା  ଆଜିବି ବଞ୍ଚିଛି        ଆକୁଳତା ଭାବ ନେଇ…. ଆନମନା ମତି ଆଗୁଳେ ପାଣିକୁ       …

କବିତା – ବଳଭଦ୍ର ଚରଣେ ବଳିଛି ମାନସ – ସନ୍ତୋଷ ପଟ୍ଟନାୟକ

ଜଗତ ଠାକୁର ଭ୍ରାତା ବଳଭଦ୍ର       ଧବଳକାନ୍ତି ଶୋଭିତା ରୋହିଣି ନନ୍ଦନ ଲଙ୍ଗଳ ଧାରଣ        ରେବତୀ ପ୍ରାଣ ବଲ୍ଲଭା…. ଅନାଦି ଯୁଗରୁ ଅନନ୍ତ ଶୟନେ       ଶେଷନାଗ…

କବିତା – ଧନୁରେ ଧନ୍ୟ ଉତ୍କଳ ଧାମ – ସନ୍ତୋଷ ପଟ୍ଟନାୟକ

ଶୀତ ସକାଳର କାକର ଟୋପାରେ      ଭିଜି ଯାଇଥିଲା ଧରଣୀ କାନୀ ସୁରୁଜ ଦେବତା ଦୟା ପରଶିଲେ       ହୃଦ କନ୍ଦରରୁ କିରଣ ବୁଣି….          …

କବିତା – କୁତ୍ସିତ ହେଲାଣି ସମାଜ ସ୍ଥିତି – ସନ୍ତୋଷ ପଟ୍ଟନାୟକ

ସଂସ୍କାର ବିହୀନ ଶିକ୍ଷାକୁ ଆଦରି କୁତ୍ସିତ ହେଲାଣି ସମାଜ ସ୍ଥିତି ନୀରବି ଯାଇଛି ବୁଦ୍ଧିଜିବୀ ଜ୍ଞାନ ଯନ୍ତ୍ରଣାରେ ଭରା ସବୁରି ଛାତି ସଂସ୍କୃତିର ଆଭା ଜେଜି ଗୋଁସିବାପା ଜରାନିବାସରେ ତାଙ୍କ ଜୀବନ କ୍ଷଣିକ ସୁଖକୁ…

ପାରୁନାହିଁ ତୁମ ରଥକୁ ଭିଡି – ସନ୍ତୋଷ ପଟ୍ଟନାୟକ

ଦୁଃଖହର ହରି କଷଣକୁ ଫେଡି           ପାରୁନାହିଁ ତୁମ  ରଥକୁ ଭିଡି  ଶୂନ୍ୟ ମନେମୋର ମିଶୁ ଭାବଡୋର              ମନ ଗୁଣୁଥାଉ ଭକତି…

ସମୟ – ସନ୍ତୋଷ ପଟ୍ଟନାୟକ

ସମୟ ତାଳରେ ମଣିଷ ବଦଳେ      ବଦଳି ଥାଏ ତା’ନୀତି  ଆଜିର ସମାଜେ ବହୁଳ ପ୍ରସାର       ମଦିରାରୁ ମଦପ୍ରୀତି  ଯୁବପିଢି ପାଇଁ କ୍ଷତିକାର ଏଇ       ବୁଝି ଅବୁଝା…

ସ୍ଵରବର୍ଣ୍ଣରେ ସ୍ଵରଣିକା – ସନ୍ତୋଷ ପଟ୍ଟନାୟକ

ଅଗତିର ଗତି ହେ’ ଜଗତପତି     ଅସହ୍ୟ ହେଲାଣି ଦୁଃଖ  ଅନ୍ତର୍ଯ୍ୟାମୀ ତୁମେ ନଜାଣୁଛ କେଣେ      ଅନ୍ତର ବେଦନା ଟିକ…. ଆସନ୍ତକି ଥରେ ମନ ବୃନ୍ଦାବନେ       ଆଶେ…