ଆସ ଆସ ମୋର ଭାତୃ ଭଗ୍ନୀ ଗଣ ମନକୁ କରିବା ଟାଣମାତୃଭାଷାଟିକୁ କରିବା ସମୃଦ୍ଧ ଦେଇ ଆମ ମନପ୍ରାଣକଳା ସଂସ୍କୃତିରେ ଉତ୍କର୍ଷ ଅଟଇ ଆମରି ଉତ୍କଳ ଏଇଶୋକ …

ସାଂପ୍ରତିକ କାଳେ ସଭ୍ୟତାର ଆଳେ ଭୁଲନାହିଁ ମାତୃଭାଷା – ସନ୍ତୋଷ ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »

ଉଛୁଳି ଉଠିଲା ମନ ବୃନ୍ଦାବନବ୍ୟାକୁଳେ ରାଧିକା ମନପ୍ରୀତିରେ ନିମଗ୍ନ ହେଲେ ଶ୍ୟାମଘନକରି ପ୍ରୀତି ଆଲିଙ୍ଗନ…. ସଞ୍ଜ ନଇଁଲାଣି ଜହ୍ନ ହସିଲାଣିଗୁମାନ ଭାଙ୍ଗଗୋ ରାଇକୁଞ୍ଜବନେ ବହେ ଶୀତଳ ସମୀରଅସ୍ଥିର …

କାହ୍ନା ସଦା ରାଧା ପାଇଁ – ସନ୍ତୋଷ ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »

ସ୍ମୃତି ରାଇଜରୁ ଫଗୁଣ ଆସିଛିରଙ୍ଗର ସମ୍ଭାର ଧରିପ୍ରେମ ପରବରେ ସବୁ ମନଧାରେବରଷିବ ସ୍ନେହ ବାରି….. ମନେରଖି ଆଶା ରଖିବା ଭରଷାପ୍ରୀତିରଙ୍ଗ ହେବା ମାଖିସରସ ଜୀବନେ ଭିଜାଇବା ମନରାଧାକୃଷ୍ଣ …

ପ୍ରୀତିରଙ୍ଗେ ହେବା ମାଖି – ସନ୍ତୋଷ ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »

ତମେ ନାହଁ ବୋଲି ବସନ୍ତ ଆସିନିରଙ୍ଗର ପସରା ମେଲିମନ ବୃନ୍ଦାବନେ ବୈଶାଖୀ ରାଜୁତିକେମିତି ପାଳିବି ହୋଲି….. ଜୀବନଟା ଲାଗେ ବେରଙ୍ଗ ବେରଙ୍ଗନିଜକୁ ଖୋଜୁଛି ନିଜେଛଳନାର ଏଇ ମରୁ …

କେମିତି ଖେଳିବି ହୋଲି – ସନ୍ତୋଷ ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »

ସ୍ମୃତି ରାଇଜରୁ ଫଗୁଣ ଆସିଛିରଙ୍ଗର ସମ୍ଭାର ଧରିପ୍ରେମ ପରବରେ ସବୁ ମନଧାରେବରଷିବ ସ୍ନେହ ବାରି….. ମନେରଖି ଆଶା ରଖିବା ଭରଷାପ୍ରୀତିରଙ୍ଗ ହେବା ମାଖିସରସ ଜୀବନେ ଭିଜାଇବା ମନରାଧାକୃଷ୍ଣ …

ପ୍ରୀତିରଙ୍ଗେ ହେବା ମାଖି – ସନ୍ତୋଷ ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »

ମନ ମୋ’ ଦେଲି ତୁମକୁ●●●●ତୁମକଥା ଭାଳେ ସଞ୍ଜବତୀ ଜାଳେଆଶା ତୁମ କୃପା ବାରିକୁଅମୃତ କରୁଣା ନ କରିବ ଊଣାଘୁଞ୍ଚାଅ ଦୁଃଖି ଦୁଃଖକୁ…..କେଉଁ କୁଞ୍ଜେ ଅଛ ରାସରେ ରସିଛଅବା …

ମନ ମୋ’ଦେଲି ତୁମକୁ – ସନ୍ତୋଷ ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »