କବିତା – ସେବେ ନୂଆବର୍ଷ ପାଳିବା – ସରସ୍ୱତୀ ପଣ୍ଡା

ଶୀତର ଚାଦର ଘୋଡ଼ି ହୋଇନୂଆ ବର୍ଷ ଆସୁଛିସବୁଥର ପରି ଏ ଥର ମଧ୍ୟ ସେଏକା ସମୟ ଲଗ୍ନରେ ଉପସ୍ଥିତ ହେବବର୍ଷ ,ମାସ ,ଦିନ,ଦଣ୍ଡ ଓ ଋତୁସବୁ ସମୟ ଚକ୍ରରେ ବଦଳୁଛନ୍ତି ।ମନ ବଦଳୁଛି, ଭାବ…

କବିତା – ଓଡ଼ିଶାରେ ଏବେ ଓଡ଼ିଆ ଭାଷାର – ସରସ୍ଵତୀ ପଣ୍ଡା

ଓଡ଼ିଶାରେ ଏବେ ଓଡ଼ିଆ ଭାଷାରସନମାନ କମୁଅଛି,ଠାଏ ଠାଏ ଅଛି ଯେ ଓଡିଆ ସ୍କୁଲଇଂରାଜୀ ମାନ ବଢୁଛି । ପିଲାଏ ପଢୁଛନ୍ତି ଇଂରାଜୀ ପାଠଓଡ଼ିଆ ପଢ଼ନ୍ତି ନାହିଁ,ଓଡ଼ିଆ ହୋଇବି ଓଡ଼ିଆ ଭାଷାରଆଦର କରନ୍ତି ନାହିଁ ।…

କବିତା – ହେ ମୋ ଜଗତ ଠାକୁର – ସରସ୍ଵତୀ ପଣ୍ଡା

ସୁଖ ଦୁଃଖ ସବୁ ଅଟେ ତୁମ ଦାନ ହେ ଜଗତ ଠାକୁର ତୁମରି ଆଜ୍ଞାରେ ଆତ ଜାତ ସିନା ଚନ୍ଦ୍ର ତାରା ଦିବାକର। ମଳୟ ପବନ ବହୁଅଛି ସିନା ତୁମରି ଆଜ୍ଞା ପାଇଁ ଦିନରାତି…

କବିତା – ହେ ବଡ ଦିନ – ସରସ୍ଵତୀ ପଣ୍ଡା

ହେ, ବଡ଼ଦିନ ଯୀଶୁଙ୍କ ପାଇଁ ତୁମେ ହେଲ ତ ମହାନ, ହେ ଡିସେମ୍ବର ପଚିଶ ଜୀବନ ର ସବୁ ଖୁସି ଓ ପାଇଛ ଆଶିଷ । ହେ ପୂଜ୍ୟ ପିତା ମାତା ଜୋସେଫ ଓ…

କବିତା – ବିବେକ – ସରସ୍ଵତୀ ପଣ୍ଡା

ରେ ବିବେକ ଆଜି ମୁଁ ପଚାରୁଛି ତତେ ଭେଦଭାବ କିସ ପାଇଁ, ଉଦ୍ଭଟ ପୁରୁଷଙ୍କୁ ତୋର ଅଙ୍କୁସରେ ଶାସନ କରୁନୁ କାଇଁ? ନାଲି ପାଣି ପିଇ କୁ ଭାଷାଯେ କହି ଗଳି କନ୍ଦି ବୁଲୁଥାନ୍ତି…

ଶିଶୁ କବିତା – ବୋଉ – ସରସ୍ଵତୀ ପଣ୍ଡା

ସେ ପରା ଆମ ବୋଉଯା ଓଠରୁ ଝରିପଡ଼େ ମିଠା ମିଠା ମହୁ,ସ୍ନେହଁ ବୋଳା ଡାକ ତାର କୋଇଲିର କୂହୁମଣିଷ କରିଛି ଆମକୁ ଢାଳି ଲୁହ ଲହୁ ନିଦ ଭରିଯାଏ ଆଖିରେସେ ଗପ ଗପ କହୁ…

କବିତା – ହେ ବୀର ଯବାନ – ସରସ୍ଵତୀ ପଣ୍ଡା

ହେ ବୀର ଯବାନ ତୁମେତ ମହାନ ମହାନ ତୁମର ଗାଥା ,ଶୁଣି ଶୁଣି ତୁମ ତ୍ୟାଗ ପରାକାଷ୍ଠା ନଇଁ ଯାଏ ମୋର ମଥା । ଭୁଲି ପରିବାର ଆତ୍ମିୟ ସୋଦର ଆଦରର ପିତାମାତା ,ଜନମ…

କବିତା – ମା – ସରସ୍ଵତୀ ପଣ୍ଡା

ଦଶମାସ ଦଶଦିନ ଗର୍ଭେଧରି ମା ,ଜନମ ଦେଲୁ ମୋତେ, କେତେଯେ ଯନ୍ତ୍ରଣା ଓ କେତେଯେ କଷ୍ଟ ସହିଥିବୁ ତୁହି ସତେ। ତୋ, ପାଇଁ ପରା  ଏ ସୁନ୍ଦର ଦୁନିଆଁ ଦେଖିସିନା ମୁଁ ପାରିଛି, ସେନେହଁ…