ଶୂନ୍ୟ ବଳୟ – ଶରତ କୁମାର ଦାସ

ବଗିଚା ଅଛି ଫଗୁଣ ନାହିଁ  ଫୁଲ ତ ଯାଇଛି ଝଡି ନିଦ ତ ଅଛି ସପନ ନାହିଁ  ଲୋତକ ଯାଉଛି ଗଡି  ।। ମଳୟ ଅଛି ମହକ ନାହିଁ  ବାସ ତ ଯାଇଛି ହଜି…

ଏଇ ବୋଧେ ପ୍ରେମ – ଅଧ୍ୟାପକ ଶରତ କୁମାର ଦାସ

ତୁମେ ଖୁବ୍ ପ୍ରଗଳଭା ନଥିଲଚୁଲବୁଲି ବି ନଥିଲଏକଦମ୍ ଗୁମସୁମ୍ ବି ନଥିଲଅଳ୍ପ କଥା ଅଳ୍ପ ହସ ତୁମବେଶ୍ ମାନୁଥିଲାତୁମ ଶାବନା ରଂଗର ଢଳ ଢଳ ଚେହେରାକୁ ,ବୋଧହୁଏଅସ୍ତିତ୍ବ ଜାହିର କରୁଥିଲମୋ ଉପରେ ପ୍ରତିକ୍ଷଣେଲୁଚି ଲୁଚି ଏକା…

ଭାରତ ମାତା – ଅଧ୍ୟାପକ ଶରତ କୁମାର ଦାସ

ସୁଜଳା ସୁଫଳା ଶସ୍ଯ ଶ୍ୟାମଳାଏଇ ଯେ ମୋ ଆର୍ଯ୍ୟଭୂଇଁ ,ହିମାଚଳ ଠାରୁ କନ୍ୟା କୁମାରୀଶୁଭେ ଜୈତ୍ର ଗୀତିକୁଳୁକୁଳୁ ଗାଏ ନଈ  ।। କାନନ କେଦାର ପୁଷ୍ପେ ବିମଣ୍ଡିତାଏଇ ଯେ ମୋ ଦେବଭୂଇଁ ,ନଦ ନଦୀ…

ଶରତ ଆସିଛି ଫେରି – ଅଧ୍ୟାପକ ଶରତ କୁମାର ଦାସ

ଜହ୍ନିଫୁଲ ର ସ୍ମିତହାସ ଧାରେ    ଶରତ ଆସିଛି ଫେରିମୃଦୁ ସମୀରଣ ଓହ୍ଲାଇ ଆସୁଛି               ଚନ୍ଦନ ପଡୁଛି ଝରି     ।। ଶରତ ଆକାଶେ ଶାରଦୀୟ…

ଦେବୀ ଦଶଭୂଜା – ଅଧ୍ୟାପକ ଶରତ କୁମାର ଦାସ

ଶରତର ଶୋଭା ଅଜାଡି ପଡୁଛିସବୁଜ ଧରିତ୍ରୀ କୋଳେରୂପେଲୀ ରଜନୀ ହସେ କିରିକିରିଚାନ୍ଦ ର  ଚନ୍ଦିନୀ ମେଳେ  ।। ପାର୍ବଣ ପଶରା ମହ ମହ ବାସେଦେବୀ ଆସିଛନ୍ତି ମର୍ତ୍ତେମୃଣ୍ମୟୀ ପ୍ରତିମା ଝଲମଲ ଦିଶେଆବିର୍ଭୂତା ଜାତି ହିତେ …

ସିଂହବାହିନୀ – ଅଧ୍ୟାପକ ଶରତ କୁମାର ଦାସ

ସିଂହବାହିନୀ ଦୁର୍ଗତିନାଶିନୀଜୟ ମାତା ଦଶଭୂଜାପତିତପାବନୀ ପବିତ୍ରକାରିଣୀସଗର୍ବେ ପାଉଛୁ ପୂଜା ।। ତୁହି ମା ଅମ୍ବିକା ତୁହି ଭଟ୍ଟାରିକାଖଣ୍ଡା ଖର୍ପର ଧାରିଣୀଜଗତର ହିତ ପାଇଁ ଆବିର୍ଭୂତାତୁ ମା’ ସଙ୍କଟହାରିଣୀ  ।। ତୁହି ଜଗଦ୍ଧାତ୍ରୀ ଏ ସଂସାର…

ମୃଣ୍ମୟୀ ପ୍ରତିମା – ଅଧ୍ୟାପକ ଶରତ କୁମାର ଦାସ

ଅତୁଟ ବିଶ୍ବାସ ଓ ସରଳ ସମର୍ପଣ ଭାବରଫେଣ୍ଟା ଫେଣ୍ଟି ଆବରଣନଡା ଓ ମାଟିର ଛାଂଚରେକାରିଗରର ଯାଦୁକାରୀ ସ୍ପର୍ଶଝଟକୁଥିବା ଚିକମିକ ଜରିଲଗା ପାଟଲମ୍ବା ଲମ୍ବା ଫୁଲମାଳ ରଂଗ ବେରଙ୍ଗର ,ଧୂପ ଦୀପ ନୈବେଦ୍ୟର ସୁଗନ୍ଧିତ ବାସ୍ନାପୂଜାବେଦୀ…

ଦାରୁବ୍ରହ୍ମ – ଅଧ୍ୟାପକ ଶରତ କୁମାର ଦାସ

ମହୋଦଧି ତୀରେ ବଡଦେଉଳରେରତ୍ନ ସିଂହାସନେ ଉଭାକମନୀୟ କାନ୍ତି ଚତୁର୍ଧା ମୂରତିଝଲମଲ ରୂପ ଆଭା ।। ଭାଇ ଭଉଣୀ ଙ୍କ ମେଳରେ ଶୋଭିତତତ୍ତ୍ବଦର୍ଶୀ  ପରଂବ୍ରହ୍ମହାତ ଗୋଡ ନାହଁ ଚକା ଚକା ଆଖିସୁଦର୍ଶନ ଦାରୁବ୍ରହ୍ମ   ।। ସେ…