ଅନୁଭୂତି କଥା – ସ୍ଵାଧୀନ ଭାରତ ଲାଗୁଛି ପରାଧୀନ ପରି – ସରୋଜ କୁମାର ଜେନା

ଆଜି ସକାଳୁ ସକାଳୁ ମୁଁ କିଛି ଖୋଜି ବୁଲିଥିଲି ସ୍ଵାଧୀନତା ଦିବସ ଉପଲକ୍ଷେ କିଛି ନୂତନ ଜିନିସ ଠଉରିବା ପାଇଁ । ଦେଶ ୭୩ ତମ ସ୍ବାଧିନତା ଦିବସ ପାଳନ କରୁଥିବା ସମୟରେ ।ମୁଁ…

ଜୟ ଶ୍ରୀରାମ ଜୟ ଶ୍ରୀରାମ – ସରୋଜ କୁମାର ଜେନା

ଅଯୋଧ୍ୟା ନଗରେ ଜନମ ହୋଇଲ ପ୍ରଭୁ ମର୍ଯ୍ୟାଦା ପୁରୁଷ ,ବାଲ୍ମିକୀ ରଚିଲେ ରାମାୟଣ ଗାଥା ତୁମ୍ଭ ନାମେ ଅଛି ଯଶ …।୧।ତ୍ରେତୟା ଯୁଗରେ ମରତ ଧାମରେ ଜନ୍ମିଥିଲ ପ୍ରଭୁ ରାମ ,ରାବଣର ଅର୍ଧମ ସହ୍ୟ…

ସ୍ଵାଧୀନତା ସଂଗ୍ରାମୀ ଶହୀଦ୍ ଚକ୍ରଧର ଜେନା – ସରୋଜ କୁମାର ଜେନା

ବାଲ୍ୟ କାଳରୁ ମୁଁ ଦେଖି ଆସୁଅଛି ଇତିହାସ ର ସେହି ମୁଖ ସାକ୍ଷୀ ହୋଇ ଦଣ୍ଡାୟ ମାନ ଚକ୍ର ଧର ଜେନା ଙ୍କ ସ୍ମୃତି ସ୍ତମ୍ଵ । ଯେବେ ମୁଁ ମୋ ଯୌବନ ଅବସ୍ଥା…

ଜୟ ଜୟ ଭୋଳା ଶଙ୍କର – ସରୋଜ କୁମାର ଜେନା

ଆଜି ସୋମ ବାର  ।ଯାଅ ଶିବ ମନ୍ଦିର  ।।ଦର୍ଶନ କରି ମାଗିଵ ଵର । ଶିବ ତୋଶିଵେ ତୁମ ମନ ହର ।। ଦେଵାଧି ଦେଵ ସେ ହରହର ।ତ୍ରିନୟନ ଖୋଲିଲେ ବ୍ରହ୍ମାଣ୍ଡ ହୁଏ ଥର ହର…

କାର୍ତ୍ତିକ ପୂର୍ଣ୍ଣିମା – ସରୋଜ କୁମାର ଜେନା

ଧନ୍ୟ ମହାପ୍ରଭୁ ତୁମେ ସୃଷ୍ଟି କରତାଓଡ଼ିଶାରେ ପୂଜା ପାଅ ହୋଇ ଦେବତା ॥୧॥ତୁମର ସୃଷ୍ଟିରୁ ଜନମ ବାର ମାସଶ୍ରେଷ୍ଠ ମାସ ଋପେ ଖ୍ୟାତ କାର୍ତ୍ତିକ ମାସ ॥୨॥ଧରମ ମାସ ରୂପେ ଜାଣିଛନ୍ତି ଜନକାର୍ତ୍ତିକ ମାସେ…

ମିଛ ସିନ୍ଦୁର – ସରୋଜ କୁମାର ଜେନା

ଭଲପାଇବାର ଦ୍ୱାହି ଦେଇ ମୋତେଛଳନା ଛୁରିରେ ମାରିଲ ,ନିଇତି ସ୍ୱପ୍ନରେ କର୍ଣ୍ଣରେ କହୁଛଭଲ ପାଇକି ଭୁଲିଗଲ ..।୧। ଭୁଲି ନାହିଁ ପ୍ରିୟା ସଠିକ୍ ଜାଣିଛମିଛରେ ଛଳନା କରୁଛ .,ମଥାରେ ତୁମର  ସିନ୍ଦୁର କହୁଛିଆଉ କାହାର…

ଶୁଣ ଭାଵଗ୍ରାହୀ – ସରୋଜ କୁମାର ଜେନା

କାହାକୁ ମାରୁଛ କାହାକୁ ତାରୁଛ    କିଛି ମୋର ଲୋଡ଼ା ନାହିଁ,ଜୀଵନ ପଥରେ ତୁମେ ଥାଅ ପ୍ରଭୁ   ମୋ ଜୀବନେ ଛାଇ ହୋଇ ॥୧॥ଜଗତର ନାଥ ଆହେ ଜଗନ୍ନାଥ   ପ୍ରଭୁ ନୀଳାଦ୍ରି ଗୋସାଇଁ,ଦୂରେ ଥାଇ…

ମା ଭଟ୍ଟାରିକା – ସରୋଜ କୁମାର ଜେନା

ବଡ଼ମ୍ବା ଗଡ଼ରେ ରହିଲୁ ତୁହି ମାଜୟ ମା ବୃହଦ୍ଦମ୍ବିକା ,ତ୍ରିପୁରା ସୁନ୍ଦରୀ ନାମରେ ପୂଜିତାତୁହି ମାଆ ଭଟ୍ଟାରିକା ।୧।ଚିରୋସ୍ରୋତା ମହାନଦୀ ତଟ୍ଟ କକ୍ଷେପର୍ଶୁରାମ ପୀଠ ନାମେ ,ସବୁଜିମା ପୂର୍ଣ୍ଣ ରତ୍ନଗିରି ବକ୍ଷେପୂଜିତା ଶଶାଙ୍ଗ ଗ୍ରାମେ…