ମୁଁ ଆଉ ତୁମେ – ସସ୍ମିତା ମହାନ୍ତି

ସସ୍ମିତା ମହାନ୍ତିକାଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା ତୁମକଥାଅନେକ ସମୟରେମନେପଡେ,ସେତେବେଳେ ହୃଦୟରେଉଲ୍ଲାସର ଜୁଆର ଖେଳିଯାଏ,ଶରୀର ହୁଏ ରୋମାଞ୍ଚିତ,ଲାଗେ ତୁମେ ଆଉ ମୁଁଏକ ଅଭୁଲା ଅତୀତ ॥ ତୁମ ସହ କଥାହେଲେମୋ ଭାବନାର ଅନ୍ତ ଘଟେ,ଆଖିର ଆଇନାରେଭାସିଯାଏ ତୁମ…