ଓଡିଆଣୀ ହାତରନ୍ଧା – ଦହି ବାଇଗଣ

ଆବଶ୍ୟକୀୟ ସାମଗ୍ରୀ : ବାଇଗଣ, ଦହି, ତେଲ, ଅଦା, ରସୁଣ, କଞ୍ଚାଲଙ୍କା, ଶୁଖିଲା ଲଙ୍କା, ଲୁଣ, ହଳଦୀ, ପଞ୍ଚଫୁଟଣ ଓ ଭୃସଙ୍ଗ ପତ୍ର । ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଦୁଇଗୋଟି ବାଇଗଣକୁ ଚାରିଫାଳ…