କୂଳ ଅଙ୍ଗାର – ସତ୍ୟ ରଞ୍ଜନ ଦାସ

ମା’ ର ଛାତି ରୁ ଅମୃତ ପିଇକିଏଡିକି ରୁ ଏଡ଼େ ହେଲୁ ରେ ପିଲା,କେମିତି ରେ ତୋତେ ଧରମ ସହିବସେଇ ମା’କୁ ତୁ ରଖୁ ଭୋକିଲା ।। ବାପା ଠାରୁ ଯେବେ ମାଡ଼ ଖାଉଥିଲୁସିଏ…