ପ୍ରତିଶ୍ରୁତି – ସତ୍ୟନାରାୟଣ ସାହୁ

ସତ୍ୟନାରାୟଣ ସାହୁହଳଦୀପଦା, କଲ୍ୟାଣପୁର, ଖୋରଧାଦୂରଭାଷ : ୯୯୩୭୮୬୭୬୦୧ ମୋ ପାଇଁକି ତୁମେ ଜହ୍ନ ଭିତରେଜୋଛନାବି ସାଜିଥିଲତୁମରି ଫୁଲର ବାସ୍ନାରୁ ମୋତେଆଞ୍ଜୁଳାଏ ବାଣ୍ଟିଗଲ ॥କଥା ଦେଇଥିଲ ଭଲପାଏ ମୋତେପ୍ରତାରଣା ଦେବନାହିଁଯେବେ ଭୁଲିଗଲ କାହାକୁ କହିବିସବୁତ ତୁମରି…