ବ୍ୟଙ୍ଗ କବିତା – ଶୃଗାଳ ଓ ଛାଗ – ସତ୍ୟ ପ୍ରକାଶ ସେଠୀ

ଶୃଗାଳ ଗର୍ତ୍ତରେ ପଡି ଛଟପଟଉପାୟ ପାଞ୍ଚିଲା ବସି ଛଳରେ ଶିକାର ନଭାବି ନଚିନ୍ତିଛାଗ ଗଲା ଗର୍ତ୍ତେ ପଶି। ।0ଛଳ କପଟକୁ ସରଳ ମାନବ ନପାରେ ସହଜେ କଳିକପଟ ପାଶାରେ ଛନ୍ଦି ହୋଇପଡ଼ିଅନୁତାପେ ହୁଏ ଝଳି।।…

କବିତା – ବିଲେଇର ଛିଙ୍କ – ସତ୍ୟ ପ୍ରକାଶ ସେଠୀ

ଲୋକାଚାରର ତ ସୁଦୂର ପ୍ରସାରୀପ୍ରଭାବ ଯେ ରହିଥାଏଜନ ମାନସକୁ ଆନ୍ଦୋଳିତ ଯାହାଅହରହ କରିଥାଏ।। 0 ଘରୁ ବାହାରୁଣୁ ଦିନେ ବାଜି ଗଲା ନୂଆଁଣିଆ ଚାଳ ରୋକେତୁଣ୍ଡବାଦ୍ଯ କିନ୍ତୁ ସହସ୍ର କୋଶ ଯେବ୍ୟାପି ଗଲା ଅଚାନକେ।।…

ଅଣୁଗଳ୍ପ – ତ୍ରିରଙ୍ଗାର ଗୁଣ – ସତ୍ୟ ପ୍ରକାଶ ସେଠୀ

ମୁଁ ଦିନେ ଟିକି ପିଲା ହୋଇ ଆମ ଗାଁ ମଝି ଦାଣ୍ଡେ ଖେଳୁ ଥିଲି, ଯେବେ ମୁଁ ସ୍କୁଲ ଯିବା ଯିବା ହେଉଥିଲି । ସେଦିନ ଆମ ଗାଁ ମାଷ୍ଟର ସବୁ ଟିକି ପିଲାଙ୍କୁ…

ଲକ୍ଷ୍ମୀ ପୂଜା – ସତ୍ୟ ପ୍ରକାଶ ସେଠୀ

ବରଷକେ ଥରେ ଆସିଛିରେ ଭାଇ ଢେଙ୍କାନାଳେ ଭିଡ଼ ଭାରି ଭକ୍ତମାନେ ପରା ଉତ୍ସବ ପାଳନ୍ତି ମନେ ଉଦ୍ଦୀପନା ଭରି। ।0 ଲକ୍ଷ୍ମୀ ମାତା ଯେଣୁ ସିନ୍ଧୁ ରାଜକନ୍ୟା ବିଷ୍ନୁଙ୍କର ଯେ ଘରଣୀ ରତ୍ନ ଭଣ୍ଡାରଟି…

ସେଦିନ ମୁଁ ତୁମକୁ କହୁ ନଥିଲି ନା ! – ସତ୍ୟ ପ୍ରକାଶ ସେଠୀ

ସେଦିନ ତୁମକୁ ମୁଁ କହୁଥିଲି ନା ଜୀବନଟା ନିରର୍ଥକ ବୋଲି ତୁମେ କିନ୍ତୁ ଓଲଟା ପ୍ରଶ୍ନ ବାଢିଲ ସେମିତି କହିବନି ବୋଲି।। ଠିକ୍ ଅଛି ମୁଁ ବି ଆଉ କହୁ ନାହିଁ କିନ୍ତୁ ଦେଖୁନ…

ତମାଳ ବନ – ସତ୍ୟ ପ୍ରକାଶ ସେଠୀ

କୃଷ୍ଣଚୂଡ଼ା ମଲ୍ଲି ମାଳତୀ ପଳାଶ ଘେରା ମୋ ଗାଆଁ ଉଦ୍ୟାନ ଭାରି ମନଲୋଭା ଦୀପ୍ତିମୟୀ କାନ୍ତି ମୋ ଗାଆଁ ତମାଳ ବନ।। 1 ସେଠି ବର ଲିମ୍ବ ଡାଳ ନଇଁ ପଡ଼େ ମାଟି ଉପରକୁ…

ଚାରା – ସତ୍ୟ ପ୍ରକାଶ ସେଠୀ

ଚାରା ଗଛଟିଏ ଯତନେ ରୋପିଲିନେଇ ବଗିଚାରେ ବେଳେପବନର ସାଥେ ହରଷିତ ମନେଥାଏ ସଦା ଏକ ମେଳେ।। 0ମନ ମତାଣିଆ ଗାଇଣ ସେ ଗୀତଖେଳଇ ଯେ ଦୋଳି ନିତିମନ ଉଚ୍ଚାଟିତ ଦେଖିବାର ଲାଗିବଢଇ ଯେ କେତେ…

କ୍ଷୁଦ୍ରଗଳ୍ପ – ଲାବୋରେଟୋରୀରେ ରାତ୍ରି ଉଜାଗର – ସତ୍ୟ ପ୍ରକାଶ ସେଠୀ

ଅଧ୍ୟାପକ ଜୀବନରେ ଗୋଟେ ଉପକଥା, କିନ୍ତୁ ଲୋମହର୍ଷଣକାରୀ ଭାରି। ଭୟାନକ ସେ କାହାଣୀ। ଶୁଣିଲେ ଛାତି ମୁଣ୍ଡ ବିନ୍ଧି ଉଠିବ ନିଶ୍ଚୟ। ମୁଁ କିନ୍ତୁ କାହିଁକି କହିବି? ଆପଣମାନେ ତ ପଢିଲେ ଘଟଣାଟି କେତେ…