ଭାରତ ମାତା – ଅଧ୍ୟାପକ ଶରତ କୁମାର ଦାସ

ସୁଜଳା ସୁଫଳା ଶସ୍ଯ ଶ୍ୟାମଳାଏଇ ଯେ ମୋ ଆର୍ଯ୍ୟଭୂଇଁ ,ହିମାଚଳ ଠାରୁ କନ୍ୟା କୁମାରୀଶୁଭେ ଜୈତ୍ର ଗୀତିକୁଳୁକୁଳୁ ଗାଏ ନଈ  ।। କାନନ କେଦାର ପୁଷ୍ପେ ବିମଣ୍ଡିତାଏଇ ଯେ ମୋ ଦେବଭୂଇଁ ,ନଦ ନଦୀ…

ସ୍ଵର୍ଣ୍ଣମୟୀ ମାଆ ଭାରତୀ – ସଦାନନ୍ଦ ସାହୁ

ବିଶ୍ଵ ବିଦିତ ଭାରତୀର ଚିତ୍ରଅପୂର୍ବତା’  ରୂପକାନ୍ତି ,ସୁଜଳା ସୁଫଳା ମା’ଶସ୍ୟ ଶ୍ୟାମଳାଦୂର କରେ ସର୍ବ କ୍ଳାନ୍ତି ! ! ଅଖଣ୍ଡ ଭୂଖଣ୍ଡ  ଏକତା ପ୍ରତୀକମାଆର  କୁହୁକ ମନ୍ତ୍ର ,ବିଭିନ୍ନତା ଭାବ ହୁଏନା ପ୍ରତୀତସମନ୍ଵୟେ ଧର୍ମ…

ମାୟା ବନ୍ଧନ ଦିଅ ଫେଡି – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବରଷା ଯାଉଛି ଛାଡ଼ି ଛାଡ଼ିଶୀତ ଆସେ ଧୀର ମାଡ଼ି ମାଡ଼ିଧରଣୀ ପିନ୍ଧିଛି ନୀଳ ପାଟଶାଢ଼ୀକାଶଫୁଲ ଛିଟ ଧାଡ଼ି ଧାଡ଼ି ।।                    …

ଜଗତଜନନୀ ଦୁର୍ଗେ – ଦେବବ୍ରତ ଜେନା

ଶିରୀ ଶୈଳପୁତ୍ରୀ           ମାତା ସିଦ୍ଧିଦାତ୍ରୀ            ବରଦାୟୀ କାତ୍ୟାୟିନୀପାପ ବିନାଶିନୀ              ଶକ୍ତିସ୍ୱରୂପିଣୀ     …

ଦେବୀ ଦଶଭୂଜା – ଅଧ୍ୟାପକ ଶରତ କୁମାର ଦାସ

ଶରତର ଶୋଭା ଅଜାଡି ପଡୁଛିସବୁଜ ଧରିତ୍ରୀ କୋଳେରୂପେଲୀ ରଜନୀ ହସେ କିରିକିରିଚାନ୍ଦ ର  ଚନ୍ଦିନୀ ମେଳେ  ।। ପାର୍ବଣ ପଶରା ମହ ମହ ବାସେଦେବୀ ଆସିଛନ୍ତି ମର୍ତ୍ତେମୃଣ୍ମୟୀ ପ୍ରତିମା ଝଲମଲ ଦିଶେଆବିର୍ଭୂତା ଜାତି ହିତେ …

ସିଂହବାହିନୀ – ଅଧ୍ୟାପକ ଶରତ କୁମାର ଦାସ

ସିଂହବାହିନୀ ଦୁର୍ଗତିନାଶିନୀଜୟ ମାତା ଦଶଭୂଜାପତିତପାବନୀ ପବିତ୍ରକାରିଣୀସଗର୍ବେ ପାଉଛୁ ପୂଜା ।। ତୁହି ମା ଅମ୍ବିକା ତୁହି ଭଟ୍ଟାରିକାଖଣ୍ଡା ଖର୍ପର ଧାରିଣୀଜଗତର ହିତ ପାଇଁ ଆବିର୍ଭୂତାତୁ ମା’ ସଙ୍କଟହାରିଣୀ  ।। ତୁହି ଜଗଦ୍ଧାତ୍ରୀ ଏ ସଂସାର…

ମୃଣ୍ମୟୀ ପ୍ରତିମା – ଅଧ୍ୟାପକ ଶରତ କୁମାର ଦାସ

ଅତୁଟ ବିଶ୍ବାସ ଓ ସରଳ ସମର୍ପଣ ଭାବରଫେଣ୍ଟା ଫେଣ୍ଟି ଆବରଣନଡା ଓ ମାଟିର ଛାଂଚରେକାରିଗରର ଯାଦୁକାରୀ ସ୍ପର୍ଶଝଟକୁଥିବା ଚିକମିକ ଜରିଲଗା ପାଟଲମ୍ବା ଲମ୍ବା ଫୁଲମାଳ ରଂଗ ବେରଙ୍ଗର ,ଧୂପ ଦୀପ ନୈବେଦ୍ୟର ସୁଗନ୍ଧିତ ବାସ୍ନାପୂଜାବେଦୀ…

ମାଆ ଦଶଭୁଜା – ସଦାନନ୍ଦ ସାହୁ

ଶାରଦୀ ଶରତେ ମାଆ ମୋର ହସେ        ପାର୍ବଣ ସମ୍ଭାରେ ମଜି ;ପୂଜାମଣ୍ଡପରେ   ଅର୍ଘ୍ୟବତୀ  ଜଳେ       ଭକ୍ତ ଜନ ଆସେ ଖୋଜି !! ରମ୍ୟ ରୂପକାନ୍ତି ମାଆର ସୁଖ୍ୟାତି …