କବିତା – କବି – ଶଙ୍ଖସିନ୍ଧୁ ପୁରୋହିତ

ବ୍ରହ୍ମା ବିଲିବିଳେଇଲେ ବେଦ,ହେଲେ କବି ଲେଖିଦେଲେ କବିତା ହୁଏ ନି।କବିତା ପାଇଁ ତାକୁ ଜଳିବାକୁ ହୁଏ, ସମର୍ପି ବାକୁ ହୁଏରାତି ରାତି ଉଜାଗର ରହିବାକୁ ହୁଏ,ସିଗାରେଟ ର ନିଆଁ ଲାଗି ପ୍ୟାଂଟ ପୋଡି ବି…

ପକ୍ଷୀ – ଶଙ୍ଖସିନ୍ଧୁ ପୁରୋହିତ

ଶଙ୍ଖସିନ୍ଧୁ ପୁରୋହିତବଡାଲି, ଉଲୁଣ୍ଡା, ସୁବର୍ଣ୍ଣପୁରଦୂରଭାଷ : ୯୯୩୮୭୨୦୧୯୫ ଯାଆନାରେ…ଯାଆନାରେ…ସେଇଟା ଅସୀମ, ଅନନ୍ତ ।ଅସରନ୍ତି ପଥ ।ଆଖି ପିତଳଇଯିବ ସିନା,ଶେଷ ନାହିଁ ତା’ର,ଯେତେ ଦୂର ଯାଉଥିବୁମରୀଚିକା ପ୍ରାୟେ ଟାଣୁଥିବ ଟାଣୁଥିବ ॥ ଉଡି ଉଡି ଥକିଯିବୁ…