କବିତା – ମୁଁ ତୁମକୁ ଭଲ ପାଏ – ଶାନ୍ତି ମିଶ୍ର

ତୁମେ ମୋର ପ୍ରେମ , ତୁମେ ମୋ ପ୍ରଣୟ ତୁମେ ମୋର ବାସ୍ତବତା ତୁମ ଉପସ୍ଥିତି ମନେ ଭରେ ପ୍ରୀତି ସୃଷ୍ଟି କରେ ନୀରବତା l ବିନିଦ୍ର ରଜନୀ ପାହି ଯାଏ ମୋର ଭାବି…