ଅନ୍ତହୀନ ଅପେକ୍ଷା – ଶ୍ରାବଣୀ ନାଥ

ସବୁ ତ ତୁମ ଅପେକ୍ଷାରେ ଅଛନ୍ତିମୋ ନୀଳ ନୀଳ ଢେଉଅଶାନ୍ତ ଜୁଆରମୋ କୂଳର ବାଲିରେଣୁମୋ ଗର୍ଭସ୍ଥ ଶୈବାଳ ସମୁହମୋ ସୀମାହୀନ ଆକାଶ,ଝିଲମିଲ ତାରାଗଣପାହାନ୍ତିଆ କୁଆଁତାରାଜହ୍ନ ଆଉ ପୁଣି ତା’ଉପରେ ଭାସୁଥିବା ପରସ୍ତ ପରସ୍ତ ମେଘମୋ…