ମୁଁ କରୋନା – ଶୁଭକାନ୍ତ ସାହୁ

ମୁଁ କରୋନା କାଳଚକ୍ରର ମହାକାଳ ପ୍ରକୃତିର ହଳାହଳ ଆଉ ତାର ରୁକ୍ଷାନଳ ବୁଝି କି ପାରୁନା! ମୁଁ କରୋନା। ସୂକ୍ଷ୍ମାତି ସୂକ୍ଷ୍ମାବୟବ ବଦଳାଏ ରୂପ ନବ ନବ ସୂକ୍ଷ୍ମ ସିନା ସ୍ବରୂପ ମୋହର ପ୍ରକୃତି…

ତେଲୁଣି ପୋକ – ଶୁଭକାନ୍ତ ସାହୁ

ଛୁକ୍ ଛୁକ୍ ଛୁକ୍ ଶୁଭୁନି ସିନା ଚାଲେ ତ ରେଳ ଗାଡି, ବିପଦ ପଡ଼ିଲେ ଦେହକୁ ତା’ର କୁଣ୍ଡଳୀରେ ଦିଏ ମୋଡି ଲୋଡ଼େ ନାହିଁ ସିଏ ରେଳପଥ ଯେଣେ ଇଛା ଯାଏ ମାଡି, ବିପଦ…

ଜୟ ଜଗନ୍ନାଥ – ଶୁଭକାନ୍ତ ସାହୁ

ଜଗନ୍ନାଥ! ମୁଁ ତୁମ ନିକଟରେ ବହୁ ପରୀକ୍ଷିତ ପ୍ରତିଥର ହୋଇଛି ଉପେକ୍ଷିତ ଦୁଃଖ କମ୍ ସୁଖ ବେଶୀ ଦିଅ ତ ହେଲେ ଉପଭୋଗରୁ ରଖିଛ ନିବୃତ୍ତ ମୁଁ କିବା ତୁମ ଦ୍ବାରା ପରୋକ୍ଷ ପ୍ରେରିତ…

ଝୁଲି ଝୁଲି ଆସେ ରଥ – ଶୁଭକାନ୍ତ ସାହୁ

ଝୁଲି ଝୁଲି ଆସେ ରଥବଳିଆ ସୁଭଦ୍ରା ପଛରେ ଆସୁଛିହସି ହସି ଜଗନ୍ନାଥ।ହଲି ହଲି ଆସେ ରଥ,ଦେଶ ବିଦେଶରୁ ରଥଯାତ୍ରା ଦେଖି ଭିଡ଼ ବାନ୍ଧିଲେଣି ଭକ୍ତ।ଥିରି ଥିରି ଆସେ ରଥଘଣ୍ଟ ଖୋଳ ତାଳ ମାଦଳ ମାଡ଼ରେପଡେ…

ପ୍ରବନ୍ଧ – ନୀତିହୀନ ରାଜନୀତି – ଶୁଭକାନ୍ତ ସାହୁ

ପ୍ରତ୍ୟେକ ରାଜନୈତିକ ଦଳ ନିର୍ଦ୍ଧିଷ୍ଟ ଆଦର୍ଶବୋଧ ଉପରେ ପ୍ରତିଷ୍ଠିତ । ଏହି ଆଦର୍ଶବୋଧ ନିଶ୍ଚିତ ଭାବେ ଜନ ହିତକର ବା ବହୁଜନ ସ୍ୱାର୍ଥ ସମ୍ବଳିତ । ତେଣୁ ଯେକୌଣସି ଦଳ ହେଉନା କାହିଁକି ତା’ର…

ମଉସୁମୀ ଭାଇ ଆସିଲାଣି – ଶୁଭକାନ୍ତ ସାହୁ

ମଉସୁମୀ ଭାଇ ଆସିଲାଣି, ଅକାଶରେ ମେଘ ଭାସିଲାଣିସବୁ କାମ ସାରି ଚାଷୀ ଭାଇ ପରା ଜମିଜମା ସବୁ ଚଷିଲାଣି ।ଚାଷୀ ଭାଇ ତ ଚାହିଁଥିଲା, ତା ପ୍ରିୟ ଦିନ ଆସିଗଲାଟୋପେ ଦିଟୋପା ଜଳ ପଡିଲେ…

ଆସିଛି ରଜ – ଶୁଭକାନ୍ତ ସାହୁ

ଆସରେ ଆସ ଆସିଛି ରଜ ଆସ ଖେଳିବା ଦୋଳି,ଦୋଳି ଠେଲିବା ବସି ଝୁଲିବା ମିଠାମିଠା ଗୀତ ବୋଲି ।ଆସରେ ଆସ ଆସିଛି ରଜ ଖାଇବା ପରା ପିଠା,କ୍ଷୀର ଚିନି କୁ ଏଣ୍ଡୁରି ପିଠା ଆହା…

କ୍ଷୁଦ୍ରଗଳ୍ପ – ଏକ ଆଦର୍ଶ ସମାଜର ସ୍ୱପ୍ନ – ଶୁଭକାନ୍ତ ସାହୁ

ଘରକୁ ପଶି ଆସୁଥିବାବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା । ମୁହଁ ଲାଲ୍ ଦେଖାଯାଉଥିଲା । “କେଉଁଠି ଥିଲ ଏତେବେଳ ଯାଏଁ ? ଏଇଟା ଘର ନା ଆଉକିଛି ? ତମର ଯେବେ…