ଘରକୁ ପଶି ଆସୁଥିବାବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା । ମୁହଁ ଲାଲ୍ ଦେଖାଯାଉଥିଲା । “କେଉଁଠି ଥିଲ ଏତେବେଳ ଯାଏଁ ? ଏଇଟା ଘର …

କ୍ଷୁଦ୍ରଗଳ୍ପ – ଏକ ଆଦର୍ଶ ସମାଜର ସ୍ୱପ୍ନ – ଶୁଭକାନ୍ତ ସାହୁ ବିଷୟଟି ଆଗକୁ ପଢନ୍ତୁ »

ତୁମ ମନ ମୋ ମନଦୁଇଟି ହ୍ୟାଣ୍ଡସେଟ୍ସିମ୍ କାର୍ଡ ପ୍ରେମ ନେଟ୍ୱ।ର୍କମୋ କଥା ଭାବିଲେତୁମ ମନ ହ୍ୟାଣ୍ଡସେଟ୍ ରେଡାଏଲ୍ ହୋଇଯାଉଥିଲାମୋ ସିମ୍ ର ନମ୍ବର୍ ।ହୃଦୟ ସ୍ପନ୍ଦନ ରିଙ୍ଗ୍ଟୋନ୍ବାଜୁଥିଲା …

ମୋବାଇଲ୍ – ଶୁଭକାନ୍ତ ସାହୁ ବିଷୟଟି ଆଗକୁ ପଢନ୍ତୁ »

ଅନୁପମା ତୁମେ ଅନୁପମାଉପମାର ତୁମ ତୁଳନା ତ ନାହିଁତେଣୁ ପରା ତୁମେ ଅନୁପମା୤ରୂପେ ଅନୁପମା ଗୁଣେ ଅନୁପମାଭାଷା ତୁମ ଅନୁପମା,ଯୁବା ପ୍ରାଣ-ପ୍ରିୟା ବାଣୀଶ୍ରୀ ତନୟାଦିଗଦର୍ଶୀ ପ୍ରିୟତମା୤କାବ୍ୟ ସୁଚାତୁରୀ …

ଅନୁପମା – ଶୁଭକାନ୍ତ ସାହୁ ବିଷୟଟି ଆଗକୁ ପଢନ୍ତୁ »

ଉଆଁସ ଗଲାଣି ନଭେ ଦ୍ବିତୀୟାର ଜହ୍ନ,ହେଉ ବି ଅସ୍ପଷ୍ଟ ଢାଳେ ଶୀତଳ କିରଣ ।ଶୂନ୍ୟତାରୁ ଶଶିଙ୍କର ଅସ୍ଥିତ୍ବ ବିକାଶେ,ଦେଖି ତାରେ ପ୍ରିୟତମା କଇଁ ଦେଖ ହସେ ।ଲାଜର …

କଇଁ – ଶୁଭକାନ୍ତ ସାହୁ ବିଷୟଟି ଆଗକୁ ପଢନ୍ତୁ »