ଆଜି ମୋର ଜନ୍ମ ଦିନ – ଶୁଭାଶିଷ ସେଠୀ

ଚାରି ଆଡୁ ଆଜି ଛୁଟି ଚାଲିଅଛିଅଭିନନ୍ଦନ ର ସୁଅ,କାରଣ ଅଟଇ ଆଜି ପରା ମୋରଜନ୍ମ ଦିନରେ,  ପୁଅ! .. କିଏ କହୁ ଅଛି party ଦବୁନୁ କିCake କଟିବୁ କେତବଳେ,ନୂଆ ଡ୍ରେସ ହୋଇଛିନା ତୋରପିନ୍ଧୁନୁୁ…

ମୁଁ ସେ ପାପୀନି ଅହଲ୍ୟା – ଶୁଭାଶିଷ ସେଠୀ

ଦେଖ ଦେଖ ନାରୀ ମୋର ଶରୀରକୁପାଲଟିଛି ଆଜି ଜଡ,ବ୍ରମହା ଙ୍କ ପୁତ୍ରୀ,ଗୌତମ ପତ୍ନୀ ମୁଁଆଜି ଭେଟିଛି ଦୁର୍ବିସହ ମୋଡ ॥୧॥ ମୁନି ଗୌତମ ଙ୍କୁ ବାଛି ଥିଲି ମୁହିଁମୋର ତ୍ର।ଣକର୍ତା ଭାବି,ମୋ ଜୀବନ ଥିଲା…

ପଢାଲେଖା ମୂର୍ଖ – ଶୁଭାଶିଷ ସେଠୀ

ସଂସାରେ ଅଛି ଯେତେ ସବୁ ପ୍ରାଣୀସଭିଙ୍କ ମୁହଁ ଧରାକୁ,ମଣିଷ ହେଉଛି ଏମିତିକା ଜିବସାଗର୍ବେ ଶିର ଉର୍ଦ୍ଧ କୁ ॥୧॥ ଗର୍ବ ଅହଙ୍କାର ଭରିକି ହୃଦୟେତୁଚ୍ଛ ଭାବି ଏ ସଂସାର,କେତେ କେତେ ପୁଣି କପଟ କରୁଛିବାଣ୍ଟିକି…

କହ କାହିଁ ପାଇଁ ଆସିବି ମୁଁ – ଶୁଭାଶିଷ ସେଠୀ

କହ କାହିଁ ପାଇଁ ଆସିବି ମୁଁ ମାତୋହରି ଗର୍ଭେ ରହି,ମୋ ଜନ୍ମ କି ଏତେ ଯନ୍ତ୍ରଣାସାଜଇ ତୁମ୍ଭ ପାଇଁ । ଚାହିଁ ନାହିଁ ମୁ ଜନ୍ମ ନେବାକୁମୋ ଜନ୍ମ ଯଦି ଏତେ ଅମଙ୍ଗଳ,କୁହ କାହିଁ…

ଅନ୍ଧାରରେ ଖୋଜୁଛି ମୁଁ ମୋ ନିଜକୁ – ଶୁଭାଶିଷ ସେଠୀ

ଘନ ଅନ୍ଧାର ରେ ଘେରି ହୋଇ ମୁହିଁଚଉ ଦିଗେ ଚାହୁଁ ଥାଏ,କେଉଁଟା ଯେ ପଥ କେଉଁଟା ଅପଥଜାଣି ପାରୁନି ମୁ ଛାଏଁ । ଅହରହ ମନେ ଘୋଟୀ ଯାଏ ପୁଣିକଣ୍ଟା ଝଟା ର ଭୟକେଉଁ…

କ୍ଷୁଦ୍ରଗଳ୍ପ – ବଣମଲ୍ଲୀ ହଜିଗଲା – ଶୁଭାଶିଷ ସେଠୀ

ସୁଦୂର ନିଘଁଚ ବନାନୀ ମଧ୍ୟରେ ଗୋଟେ ଆଦିବାସୀ ଗାଁ । ନା ଜଗୁଲଗୁଡା । ଗାଁ ନାଁ ଟା ପାଇଛି ବନ ଦେବୀ ମା ଜଗୁଳିଶୁଣି ଙ୍କ ନାଁ ରେ । ଗାଁ ର…