ତୁମ ସ୍ମୃତି ଜାଳେ ମୋତେ – ସିଦ୍ଧେଶ୍ଵର ତ୍ରିପାଠୀ

ଭାବନା ରାଇଜେ ହଜିଗଲା ପରେ ଭେଟ ହୁଏ ତୁମ ସାଥେ କାଗଜ କଲମ ଧରିଲେ ହାତରେ ତୁମ ସ୍ମୃତି ଜାଳେ ମୋତେ । ଅକ୍ଷର ଶବଦ ପାଦ ଆଉ ପଦ ଯାହା କିଛି ଦିଏ…

ପ୍ରେମିକର ଶେଷ ଇଚ୍ଛା – ସିଦ୍ଧେଶ୍ୱର ତ୍ରିପାଠୀ

ଯେଦିନ ଶୁଣିବ ତୁମ ଏ ପ୍ରେମିକ ଚିରନିଦ୍ରା ଗଲା ଶୋଇ ଶେଷ ଉପହାର ସୂରିଲା କଣ୍ଠରୁ ଗୀତ ପଦେ ଦେବ ଗାଇ । ଜୀବନଟା ସିନା ବିରହ ନିଆଁରେ କୁହୁଳିଲା ଦିନ ରାତି ଏଇ…

ଅଦେଖା ନିଆଁ – ସିଦ୍ଧେଶ୍ଵର ତ୍ରିପାଠୀ

ଯେତେ ଲୁହ ଥିଲା ଝରିଗଲା ସପନ ଗୁଡାକ ମରିଗଲା ପ୍ରେମ ରାଇଜର ରାଜ କୁମାରଟା ଛଳନା ନଗରେ ହାରିଗଲା ଯେତେ ଲୁହ ଥିଲା ଝରିଗଲା – – ବିଶ୍ୱାସ ପବନ ଥିଲାଛୁଇଁ ଲାଜେ ଆଖି…

ତୁମ ମିଛ ସମ୍ପର୍କ – ସିଦ୍ଧେଶ୍ଵର ତ୍ରିପାଠୀ

କଳ୍ପନା ରାଇଜେ ମନ ସିନା ହଜେ ମାତ୍ର କେଇଘଡି ପାଇଁ ବାସ୍ତବ ଜୀବନେ ତୁମେ ନାହଁ ବୋଲି ଦିଶେ ଖାଲି ମୋର ଛାଈ । କେହି ନାହିଁ କେହି ନାହିଁ ବାକି ଦିନ ସବୁ…

ବ୍ୟଙ୍ଗ କବିତା – ସ୍ମାର୍ଟର ପରିଭାଷା – ସିଦ୍ଧେଶ୍ଵର ତ୍ରିପାଠୀ

ବ୍ୟାଙ୍କ ଛକରୁ ନୂଆ ବସ୍ ଷ୍ଟାଣ୍ଡବାଇପାସ ରୁ ମେଡ଼ିକାଲସବୁଠି ଚା ମିଳେ ଆଉ ଜଳଖିଆ ବିପାନ ଆଉ ସିଗାରେଟ ଗୁଟ୍ଖା ପାଖରେ ସବୁ ବେଳେ ଗହଳି । କୋଉଠି ଗୁଡାଏ କଲେଜ ପଢୁଆ ଟୋକାତଆଉ…

କବିତା – ଧର୍ମ ବନାମ ମାନବିକତା – ସିଦ୍ଧେଶ୍ଵର ତ୍ରିପାଠୀ

ଯୋଉ ଈଶ୍ୱର କେବେବିଥରେ ପାଖକୁ ଆସେନିପୋଛିଦିଏନି ଆଖି ଲୁହଆଜିବି ରହଶ୍ୟ ମୟଯାହାର ରଙ୍ଗ ରୂପ ଅସ୍ତିତ୍ୱ ଆଉ କାର୍ଯ୍ୟ କଳାପ ତୁମେ ତାକୁ ନେଇ ମନେ ମନେ ଆଙ୍କିଛନୂଆ ନୂଆ ଛବିତା’ ପାଇଁ ବନେଇଛ…

କବିତା – ତୁମ ମିଛ ସମ୍ପର୍କ – ସିଦ୍ଧେଶ୍ଵର ତ୍ରିପାଠୀ

କଳ୍ପନା ରାଇଜେ ମନ ସିନା ହଜେମାତ୍ର କେଇଘଡି ପାଇଁବାସ୍ତବ ଜୀବନେ ତୁମେ ନାହଁ ବୋଲିଦିଶେ ଖାଲି ମୋର ଛାଈ । କେହି ନାହିଁ କେହି ନାହିଁବାକି ଦିନ ସବୁ ବିତିବ ଏମିତିତୁମ ବାଟ ଚାହିଁ…

କବିତା – ଭଲ ମଣିଷ – ସିଦ୍ଧେଶ୍ଵର ତ୍ରିପାଠୀ

ମୋ’ର ବି ଇଚ୍ଛା ହୁଏ ଭଲ ମଣିଷ ହେବାକୁମାଛିକୁ ମ ନକହିବାକୁକାୟ ମନ ବାକ୍ୟରେନଦେବାକୁ କାହାକୁ ଆଘାତ । ନମସ୍କାର ଠୁ ମୁଣ୍ଡିଆ ଶୁଭ ସକାଳ ଅପରାହ୍ନ ସନ୍ଧ୍ୟା ରାତିଆପଣ ତମେ ତୁ ରେ…