କବିତା – ସମାପ୍ତିର ସମ୍ମୋହନ – ସୀମାଞ୍ଚଳ ରଣା

ତୁମେ ମୁକ୍ତ ଏବେ ଆକାଶର ପକ୍ଷୀ ପରି,ନିଶ୍ୱାସ ରୁ ନିଷ୍ପତ୍ତି ଯାଏଁ,ବନ୍ଦୀ ହେବାର ବିଶ୍ୱାସରେନା କେବେ ରହିଲ ତୁମେ,ନା ଗୁମୁରିଲ ତୁମେ?ମୋ ପ୍ରେମର ଅଧିକୃତ ଇଲାକାରେ । ଦୂର ଦିଗ୍ ବଳୟରେ ଏବେସଞ୍ଜ ଆଗରୁ…

ସ୍ମୃତି ତୁମ ଗ୍ରାମ ପଥେ – ସୀମାଞ୍ଚଳ ରଣା

ଅଙ୍କାବଙ୍କା ନଈର ତୁଠତୁମ ସହ ଶେଷ ଭେଟ,ୱାଲପୁରର ସଂକୀର୍ଣ୍ଣ ବାଟ,କୂଦ ମୁଣ୍ଡିଆରୁ ଭୋଳେଶ୍ଵର ନେତ,ସବୁ ଯେମିତି ଅପେକ୍ଷାରେ,ତୁମେ ଫେରୁଛ ତ?ମନେପଡେ କଇଥ କଷାଚଉରା ମୂଳେ ଜଂହ୍ନି ଓଷା,ଏବେବି ଭୁଲିନି ମୁଁରାଉତପଡ଼ା ମାଟିରେ,ତୁମ ଓଠରୁ ଶେଷ…

ଶ୍ୟାମଳୀ – ସିମାଞ୍ଚଳ ରଣା

ଆଉ ଖୋଲା ନାହିଁ ମନ କବାଟ, ଶ୍ୟାମଳି ପ୍ରେମରେ ପଡ଼ି । ଅଳସ ଭାଙ୍ଗୁଛି ଅଧରାତିରେ ମୁଁ, ସପନରେ ଉଡ଼ିଉଡ଼ି । ସପନର ନୀଳ ନିଦେ ଶୋଇଶୋଇ, ଅଧା ମୁଦା ମୋର ଆଖି ।…

ଗଳ୍ପ ‘ଏକା ଏକା ନୀରବରେ’ – ସୀମାଞ୍ଚଳ ରଣା

ଅସମାପ୍ତ ଅପେକ୍ଷାରେ ନିଦ୍ରାହୀନ ରାତି ଗୁଡ଼ିକ ଉପହାସ କରି,ଅଟ୍ଟହାସ୍ୟର ସୂର୍ଯ୍ୟଦୋୟରେ ଫେରିଯାଆନ୍ତି କୁକ୍କୁଟ ରାବରେ ଅଶ୍ରୁ ସମର୍ପିତ । କଡ଼ ଲେଉଟାଇ ଅସଜଡ଼ା କେଇ ପଦ ଉକ୍ତିକୁ କଲମରେ ବାସ୍ତବ ଭାବି ଉଲେଖ କରୁକରୁ,ସକାଳର…

କ୍ଷୁଦ୍ରଗଳ୍ପ – ଏକା ଏକା ନୀରବରେ – ସିମାଞ୍ଚଳ ରଣା

ଅସମାପ୍ତ ଅପେକ୍ଷାରେ ନିଦ୍ରାହୀନ ରାତି ଗୁଡ଼ିକ ଉପହାସ କରି, ଅଟ୍ଟହାସ୍ୟର ସୂର୍ଯ୍ୟଦୋୟରେ ଫେରିଯାଆନ୍ତି କୁକ୍କୁଟ ରାବରେ ଅଶ୍ରୁ ସମର୍ପିତ । କଡ଼ ଲେଉଟାଇ ଅସଜଡ଼ା କେଇ ପଦ ଉକ୍ତିକୁ କଲମରେ ବାସ୍ତବ ଭାବି ଉଲେଖ…

କ୍ଷୁଦ୍ରଗଳ୍ପ – ଏକ ସମ୍ମୋହନ ଅନେକ ଦହନ – ସୀମାଞ୍ଚଳ ରଣା

ଯେବେ ସଞ୍ଜ ନଇଁ ଆସେ ରାଧିକା ମାଉସୀର ଟଙ୍କିକିଆ ସିଙ୍ଗଡ଼ାର ଭିଡ଼ ବସେ ଶେଷ ବେଞ୍ଚରେ । ଦଶଟି ସିଙ୍ଗଡ଼ା ସହ ଟିକେ ବିଟ ଲୁଣ ଆଉ ଛଣା ଲଙ୍କାରେ ଟଙ୍କା ଦଶଟି ବେପାର…

କ୍ଷୁଦ୍ରଗଳ୍ପ – ଶାଶ୍ୱତ ପ୍ରେମର ପବିତ୍ର ପାପ – ସୀମାଞ୍ଚଳ ରଣା

କପେ ଚା ସଙ୍ଗେ ଖବରକାଗଜ ଓ ସୁଲଗ୍ନାର ମିଠାମିଠା ଆଳାପ ଏତିକି ହିଁ ମୋ ଶୁଭାରମ୍ଭ ପ୍ରତି ସକାଳେ । ଆଜି ସୁଲଗ୍ନାର ସଜବାଜ କାହିଁକି କେଜାଣି ଖୁବ ନିଆରା ଲାଗୁଚି ଅବଶ୍ୟ ସୁଲଗ୍ନାର…

କ୍ଷୁଦ୍ରଗଳ୍ପ – ସ୍ମୃତି କୁହେ ତୁମେ ପାଉଁଶ ତଳେ – ସିମାଞ୍ଚଳ ରଣା

ରାତିର ନିର୍ଜନତା ଆମ୍ବ ଗଛରୁ ଝିଙ୍କାରୀର ଝୀଂ ଝୀଂ ଶବ୍ଦ ଆଉ *ଜୁରୀକୁପୁଡା* ରୁ ହେଟାର ଗର୍ଜନରେ ଥରି ଉଠେ ଶରୀର,ଟାଙ୍କୁରି ଉଠେ ଲୋମ ।ବିଜୁଳି ଆଲୋକକୁ ପର କରି ଫିକାଫିକା ଜହ୍ନ ଆଲୁଅରେ…