ଲିଭିବା ପରେ ବି ଜଳେ – ସିପ୍ରା ନାମତା (ନମ୍ରତା)

ସିଂହ କଟୀ ଉପତ୍ୟକା କରେ ଶିଖୀ ନୃତ୍ୟ            ଉତ୍ତୁଙ୍ଗ ଶିଖରେ ଯା’ର ଶୋଭଇ ତୁଷାର , ପ୍ରତିଧ୍ୱନୀ ଆତଙ୍କ ର ସନ୍ତ୍ରାସ ଆବୋଶ                 ହିମଗିରି ପୀନବକ୍ଷେ ଗଳଇ ରୁଧିର ।। କୋଦଣ୍ଡ…

କ୍ଷୁଦ୍ରଗଳ୍ପ – ଆଇନାର ଛାଇ – ସିପ୍ରା ନାମତା (ନମ୍ରତା)

ଛାଇ ଟା ଆହୁରି ଲମ୍ବା ଦିଶୁଛି । କାହିଁକି ଲମ୍ବା ହୋଇଯାଉଛି ବୁଝିପାରୁନି ସେ ।କିନ୍ତୁ ଛାଇଟା ଶୂନ୍ୟେ ଶୂନ୍ୟେ ବଢିଯାଇ ମିଶିଯାଉଛି ଘନ ଅନ୍ଧକାର ର ଗର୍ଭ ରେ ।ସେଇ ଅନ୍ଧକାର ରୁ…

କ୍ଷୁଦ୍ରଗଳ୍ପ – ସଂବାଳୁଆର ପର – ସିପ୍ରା ନାମତା (ନମ୍ରତା)

ପାରୁଲ ର ଆଖି ଶୁଷ୍କ ନୀରସ ଦେଖାଯାଉଛି ।କାନ୍ଦିବା କଣ ସେ ଜାଣେନା ।ଦୁଃଖ ର କଥା ବୋଲି ବୁଝେ ।ସାନ ଭଉଣୀ  ଲୁସ୍କି  ଓ ଭାଇ ସାକିଲା ବି କିଛି ବୁଝନ୍ତିନି ।ବୟସ…

ଜୟ ଶିଵ ଶଙ୍କର – ସିପ୍ରା ନାମତା (ନମ୍ରତା)

ଜୟ ଜୟ ଶିଵ ଶମ୍ଭୁ ଅମୂର୍ତ୍ତ ରେ ମୂର୍ତ୍ତରହିଅଛ ତୁମେ ପଞ୍ଚ ଭୁତେ ପରିବ୍ୟାପ୍ତ ।। ଅଚିନ୍ତ୍ୟ ଅଜଃ ଅକ୍ଷଗୁଣ ଭାଲ ନେତ୍ରମହାକୋପୀ ଉଗ୍ରତେଜା ତୁମେ ଲଲାଟକ୍ଷ ।। ଜୟ ଶିଵ ସଦାଶିବ ତୁମେ…

ସଂଘାତ – ସିପ୍ରା ନାମତା (ନମ୍ରତା)

ଭାରତ ମାଆ ର ଛାତି ରୁ ଝରୁଛିଲହୁ ନୟନ ରୁ ଲୁହକୋଟିକୋଟି ନର ନାରୀ ଙ୍କ ପ୍ରାଣ ରେଆକୁଳ ବିକଳ କୋହ  ।। ଶହୀଦ ହୋଇଲେ ଦେଶର ଯବାନମନ ପ୍ରାଣ ଆତ୍ମା କାନ୍ଦେସହୋଦର ହୋଇ…

କ୍ଷୁଦ୍ରଗଳ୍ପ – ହଣ୍ଡ୍ରେଡ଼ – ସିପ୍ରା ନାମତା (ନମ୍ରତା)

ନୀରବତା ଭଙ୍ଗ କଲା ସିମ୍ରନ । –କିଛି କହିଲ ? ମଥା ହଲାଇ ମନା କଲା ପ୍ରତୀକ । ପୁଣି ଦୁଇଟି ଛାୟା ନୀରବ ରେ ଚାଲିବାକୁ ଲାଗିଲେ । ସିମ୍ରନ ପ୍ରତୀକ ର…

କ୍ଷୁଦ୍ରଗଳ୍ପ – ପ୍ରତୀକ୍ଷା – ସିପ୍ରା ନାମତା ନମ୍ରତା

ରାତି ର ଶୁନଶାନ ଗଳି ର ସେଇ ଶେଷ ଝୁମ୍ପୁଡି ଘର ଟି ରୁ ଥରେ ଥରେ ମାଉଥ ଅର୍ଗାନ ର ବିଳାପୀତ ସ୍ୱର ଭାସି ଆସେ । ମୋ କାନ ରେ ପଡେ…

କ୍ଷୁଦ୍ରଗଳ୍ପ – ଶାନ୍ତ୍ଵନା – ସିପ୍ରା ନାମତା (ନମ୍ରତା)

–ବୃନ୍ଦା କି ପାପା… ପ୍ଲିଜ଼…, ଥୋଡା ହେଲ୍ପ କିଜିଏ, ନର୍ସ କୋ କହକର ଡ଼କଟର କୋ  ବୁଲା ଦିଜିଏ… ଲଡକୀ ନେ ବ୍ଲଡ ଭୋମିଟିଂ କରଦିଆ ହୈ… । ବୃନ୍ଦା ର ବାପା ଙ୍କୁ…