ସୁନ୍ଦର ତୁମ ନବ ଯଉବନ ,ସୁନ୍ଦର ତୁମ ଠାଣିସକଳ ବିଶ୍ୱବାସୀ ଙ୍କ ହୃଦ ନେଉଅଛ ତୁମେ କିଣି ।। ଆକାଶୁ ପୁଷ୍ପ ବର୍ଷଣ ହୁଏ ମୌସୁମୀ ବୁନ୍ଦାର …

ଘୋଷେ ବିଦ୍ୟମାନ ବଡ ଠାକୁର – ସିପ୍ରା ନାମତା ବିଷୟଟି ଆଗକୁ ପଢନ୍ତୁ »

ବର୍ଷା ତୁମ ବିରହ ରେ ନିଦାଘେ ତାପିତଯେବେ ଢାଙ୍କିଦେଲ ତୁମେ ମେଘ ଓଢଣୀ ରେ ସ୍ନିଗ୍ଧ ଶୀତଳତା ଭରା କାଉଁରୀ ପରଶେ ସିକ୍ତ ହୁଏ ତନୁ ସିନା …

ବର୍ଷା… ତୁମ ବିରହରେ – ସିପ୍ରା ନାମତା (ନମ୍ରତା) ବିଷୟଟି ଆଗକୁ ପଢନ୍ତୁ »

“ରହ…..ଯା ଆ ନା…….ବହୁତ ପାଣି, ବର୍ଷା ରେ କେମିତି ଛିଲ ଛିଲ କରୁଛି ,ଦେଖୁନୁ….”ଦୀର୍ଘ ପନ୍ଦରବର୍ଷ ପରେ ବି ସେଇ ସ୍ୱର କାନ ପାଖରେ ଗୁଞ୍ଜରି ଯାଏ …

କ୍ଷୁଦ୍ରଗଳ୍ପ – ଅଭିମାନିନୀ ବର୍ଷା – ସିପ୍ରା ନାମତା (ନମ୍ରତା) ବିଷୟଟି ଆଗକୁ ପଢନ୍ତୁ »

ଭିଜା ଆଖି ର, ପଲକ ତଳେ ଅଭିମାନ ଚାହାଣୀ ଅକୁହା ବାରତା ତୁମ ଚାପିଦିଏ ମୌସୁମୀ ର ଲୁହ ,,ଆତ୍ମ ତୃପ୍ତି ପାଇବାରେ ସନ୍ଦିହାନ ତୁମ ମୁଖ …

ଅଭିଳାଷର ଅବର୍ତ୍ତମାନରେ – ସିପ୍ରା ନାମତା (ନମ୍ରତା) ବିଷୟଟି ଆଗକୁ ପଢନ୍ତୁ »

ତନୁ ପ୍ରକମ୍ପିତ, ଅଣସର ବାସଗାତ୍ର ଥରଥର, ଦଇତାସେବିତଫୁଲରି ତଇଳ, ସର୍ବାଙ୍ଗ ପ୍ରଲେପିଓଷ ଲାଗି ହୋଇ, ଗର୍ଭ ଗୃହେ ରହିସେବା ପାଉଅଛ ଗୁପତ…………..।। ତ୍ରିଦିବସ ଓଷ, ତନୁ ହୁଏ …

ଅଣସରୁ… ଆସ ବେଗେ – ସିପ୍ରା ନାମତା (ନମ୍ରତା) ବିଷୟଟି ଆଗକୁ ପଢନ୍ତୁ »