ସମ୍ପର୍କ – ସୌମ୍ୟ ରଞ୍ଜନ ପାଲ

ସୌମ୍ୟ ରଞ୍ଜନ ପାଲବଡସୋଲ, ଝାରପୋଖରୀଆମୟୂରଭଞ୍ଜ, ଦୂରଭାଷ : ୯୯୩୭୮୮୯୮୩୩ କିଏ ସେ ଯୋଡେକିଏ ସେ ଭାଙ୍ଗେକିଏ ପୁଣି ରଙ୍ଗାଏକେଉଁ ନୂତନ ରଙ୍ଗେ ॥କିଏ କହେ ବନ୍ଧନ ଅତୁଟକିଏ କହେ ମରୀଚିକାକିଏ କହେ ଧୂଳିକଣାକେଉଁ ବନ୍ୟାର…

ଦୂର୍ଗା

ସୌମ୍ୟ ରଞ୍ଜନ ପାଲବଡସୋଲ, ମୟୂରଭଞ୍ଜ କାଶତଣ୍ଡୀ ଫୁଲ ବତାଶେ ଦୋଳଇଆକାଶେ ଭାସଇ ମେଘଶସ୍ତ୍ର ସମୂହ ଯେ ସଜେଇ ହେଲେଣିସାଜିଣ ରହିଛି ବାଘ ॥ ଶିଉଳି ଫୁଲର ସୁବାସ ଛାଡଇମହକଇ ତନ ମନବିଳମ୍ବ ଯେ ଆଉ…