ଅଣୁଗଳ୍ପ – ଅଙ୍ଗେନିଭା କଥା – ଶ୍ରୀଧର ପଟ୍ଟନାୟକ

ମୋ ପଛରେ କେହି ଜଣେ ପଛରେ ଦୌଡି ଦୌଡି ଗୋଡେଇବା ଭଳି ଲାଗିଲା । ଅନୁମାନ କଲି ସେ ମୋ ପିଲାଦିନର ସାଙ୍ଗ ବିକାଶ । ଗୋଡେଇବା ଦେଖି ମୁଁ ବି ଛାନିଆ ।…

ନିଧି ମଉସା – ଶ୍ରୀଧର ପଟ୍ଟନାୟକ

ନିଧି ମଉସା ହୋ,ଏଇ ଆସୁଛି ଦେଖ ଶ୍ରାବଣରଶେଷ ରବିବାର,ମଶା,ମୂଷା ଡାଆଁଶ ସବୁ ଏକାଠି ହେବେ,ତୁମ ବିରୋଧରେପ୍ରସ୍ତୁତ କରିବେ ରଣନୀତି,କେହି ଜଣେ ଏମିତି ବି ପ୍ରସ୍ତାବ ଦେଲାଣି,ତୁମେ ବୋଧେ ତାଙ୍କରଟାର୍ଗେଟ୍ ଏକ ନମ୍ବର,ନହେବ କେମିତି ଯେ…

କ୍ଷୁଦ୍ରଗଳ୍ପ – ଭଡାଘର – ଶ୍ରୀଧର ପଟ୍ଟନାୟକ

ଘର ସାମ୍ନାରେ ଫୁଲ ଗଛରୁ ସାନ ପୁଅଟେ ଫୁଲଟିଏ ତୋଳିଦେଲା ବୋଲି ଘରମାଲିକଙ୍କ କଥାରେ ଖାଲି ଗୁଳି ଫୁଟୁଥିଲା । କେତେ ସୁନ୍ଦର ଦିଶୁଥିଲା ଫୁଲଟି । ତୋଳିଦେଲା ପୁଅଟେ, ମାଆ ପାଖରେ ଠିଆ…