ହୋଲି – ଶ୍ରୀନିବାସ ବିଶ୍ଵାଳ

ଭାବିଥିଲି ଇନ୍ଦ୍ରଧନୁ ଠାରୁଆଞ୍ଜୁଳାଏ ରଙ୍ଗଉଦ୍ଧାର ମାଗି ଲେପିଦେଇ ଥାନ୍ତିତୁମ ସର୍ବାଙ୍ଗରେ,ସେ କିନ୍ତୁ ଈର୍ଷାରେ ମନାକଲାତଥାପି ସରିନାହିଁ ଅଦମ୍ୟ ଆକାଂକ୍ଷା ମୋର,ମୋ ଆବେଗ ଭରା ହୃଦୟରସବୁଯାକ ପ୍ରେମ ରଙ୍ଗବୋଳି ଦେବି ତୁମ ଦେହେ,ଖାଲି ତୁମେ ଯାହା…