ଆଲୋଚନା – ବିଶ୍ଵ ବିସ୍ମୟ ଓ ରହସ୍ୟ ଘେରରେ ନେତାଜୀ – ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମଣ ସାହୁ

ପରାଧିନ  ଭାରତ  ମାଟିରେ  ବିପ୍ଳବ  ଚାଲିଥିବାବେଳେ  ଜର୍ମାନୀରେ  ଭାରତର  ଭବିଷ୍ୟତ  ଭାଗ୍ୟ  ନିର୍ମାଣ  କରିବା  ଦିଗରେ  ଲାଗିପଡିଥିଲେ  ନେତାଜୀ  ସୁବାଷ  ଚନ୍ଦ୍ର  ବୋଷ  ।  ଭାରତୀୟ  ସ୍ୱାଧୀନତା  ସଂଗ୍ରାମରେ  ସେ  ଥିଲେ  ଝଡ଼ର  ଈଗଲ୍, …

ଦୁର୍ଭାଗ୍ୟ – ରମାକାନ୍ତ ମିଶ୍ର

ଛିଡା ହୋଇଥିଲି କଲିକତାମହା ନଗରୀର ଶାମ୍ ବାଜାର୫ ପଏନ୍ଟ କ୍ରସିଂଗ୍ ସାଇଡ୍ ରେଦେଖୁ ଥିଲି ନେତାଜୀଂକରଚକ୍ ଚକ୍ କରୁଥିବା ବ୍ରୋଂଜ ପ୍ରତିମାକୁ୨୩ ତାରିଖ ନେତାଜୀ ଜୟନ୍ତି ପାଇଁକରି ଥିଲେ ବୋଧହୁଏ ସଫା | ଛିଡା…

ରକ୍ତ ନିଗାଡ଼ି ଦିଅ ମୋ ହାତେ – କୁମୁଦ ଚନ୍ଦ୍ର ଦଳେଇ

        ଦିଳ୍ଲୀ ଚଲୋ ଦିଲ୍ଲୀ ଚଲୋ…..        ମୋ ଜନ୍ମ୍ ମାଟିର  ସିପାହୀ ଗଣ        ମାତୃଭୂମି କୁ ଶୃଙ୍ଖଳ ମୁକ୍ତ     …

ସୁଭାଷ – ଏ ପି ଶୁଭକାନ୍ତ

ଦେଶ ଇତିହାସର ଏକ ଘଡିସନ୍ଧି କ୍ଷଣଇଂରେଜ କରୁଥିଲେ କେତେ ଅତ୍ୟାଚାର ଶୋଷଣଜାନୁୟାରୀ ୨୩ /୧୮୯୭ ଦିନକଟକ ଓଡ଼ିଆ ବଜାରେ ହୋଇଥିଲ ଜନ୍ମ । ପିଲାବେଳୁ ଥିଲା ଦେଶପ୍ରେମ ଭାବଇଂରେଜ ଅଧ୍ୟାପକଙ୍କୁ ଦେଲ ଦୃଢ଼ ଜବାବଅନ୍ୟାୟ…