ଶ୍ରାବଣ ଓ ବର୍ଷା – ଶୁଭଶ୍ରୀ ମହାରଣା

ବର୍ଷା ତୁମ କାଉଁରୀ ସ୍ପର୍ଶରେମାଦକତା ଏମିତି ଭରିଛିଶ୍ରାବଣର ମାନସପଟରେଚାରୁ ଚିତ୍ର ଆଙ୍କି ସେ ଦେଉଛି। ଅପେକ୍ଷାରେ ଥିଲା ଯେ ଶ୍ରାବଣମନ ତଳେ ଶୃଙ୍ଗାର ରଚୁଛିପ୍ରେମାପ୍ଲୁତ ଶୋହାଗ ବନ୍ଧନେବାନ୍ଧିବାର ପ୍ରୟାସ କରୁଛି। ବର୍ଷା ତୁମ ମଧୁ…