କବିତା – କୁଆଁରୀ ମନ – ଡ଼ା.ସୁମନ୍ତ କୁମାର ପାଢି

ଜହ୍ନ କୁ ପୁଜି ଆଜି କୁଆଁରୀ କହୁଛିବର ଟେ ମିଳୁ ତାକୁ କଳଙ୍କ ହୀନଜହ୍ନ କହେ,ତା ଦେହରେ ହଜାରେ କଳଙ୍କକେମିତି ଦେବି ମୁଁ ତତେ ମନଲାଖି ପ୍ରେମିକ ହଁ କହିବୁ ଯଦି ଆଶୀର୍ବାଦ ଦେବି…

ଅଣୁଗଳ୍ପ – ଅଗଷ୍ଟ ପନ୍ଦର – ଡକ୍ଟର ସୁମନ୍ତ କୁମାର ପାଢୀ

ଅଗଷ୍ଟ ୧୫ ଦିନ ପରିବହନ ମନ୍ତ୍ରି ବଡ଼ି ସକାଳୁ ବାହାରି ପଡ଼ିଲେ ମୁଖ୍ୟ ଅତିଥି ରୁପେ ଫୁଲନଗର ଡାକ୍ତର ଖାନା ଶୁଭାରମ୍ଭ ତଥା ସ୍ଵାଧୀନତା ଦିବସର ଅଭିଭାଷଣ ରଖିବାକୁ । ଆଗରୁ ସେଠି ସବୁ…