କବିତା – ନବ ଯ‌ଉବନୀ – ସୁନୀଲ କୁମାର ବେହେରା

(ରାଗ-କେଦାର, ଚକ୍ରକେଳି ବାଣୀ) ଅବନୀ ହାତରେ ଧରାଇ ଡୋରି ବିହି ଗଢିଦେଲା ରୂପ ତୋହରି ନବ ଯ‌ଉବନୀ ରୂପସୀ ମୋର କିଣି ନିଏ ମନ ଓଷ୍ଠ ତୋହର।। ରସିକ ମନରେ ଆଶା ବାନ୍ଧ‌ଇ ରୂପ…

କବିତା – ଅମାନିଆ ପ୍ରଜାପତି – ସୁନୀଲ କୁମାର ବେହେରା

ଅମାନିଆ ପ୍ରଜାପତି ସବୁଜିମା ଏଇ ସୁନ୍ଦର ଧରାରେ ଜନମିଛି କେଉଁ କାଳୁ ଅମାନିଆ ହୋଇ ଉଡିଉଡି ବୁଲେ ସିନ୍ଦୂରା ଫାଟିବାବେଳୁ।।୧।। ଫୁଲରୁ ଫୁଲକୁ ମୃଦୁ ଚୁମ୍ବନରେ କରେ ମୁଁ କେତେ ଇଙ୍ଗିତ ସେଇ ଇଙ୍ଗିତରେ…

ମୋ କାବ୍ୟ କୁଞ୍ଜରେ ଆସ ଗୋ କବିତା – ସୁନୀଲ କୁମାର ବେହେରା

“ମୋ କାବ୍ୟକୁଞ୍ଜରେ  ଆସ ଗୋ କବିତା” ମୋ କାବ୍ୟକୁଞ୍ଜରେ     ଆସ ଗୋ କବିତା ପ୍ରୀତିଭରା କଣ୍ଠେ        ଦିଅ ନୂଆ ବାର୍ତ୍ତା।। ଜାଣିନାହିଁ ମୁହିଁ         …

କ୍ଷୁଦ୍ରଗଳ୍ପ – ଜିଅନ୍ତା ଶବଟିଏ ପରି ବଞ୍ଚିବାକୁ ହେବ – ସୁନୀଲ କୁମାର ବେହେରା

କାଳର କରାଳ ଗତିରେ ଆରମ୍ଭ ମଣିଷର ଜୀବନ। ଜନ୍ମଠାରୁ ମରଣଯାଏଁ ଲଢେଇ ଲଢେଇ ଲଢେଇ କରି ବଞ୍ଚିବାକୁ ହୁଏ । ଏନ୍ତୁଡ଼ିଶାଳରୁ ଶ୍ମଶାନ ଯାଏଁ ଦୁଇଟି ନିଆଁରେ ଗଢା ଏ ଜୀବନ। ଜୀବନର ନିର୍ଯ୍ୟାସ…

ପାଚିଲା ଆମ୍ବ – ସୁନୀଲ କୁମାର ବେହେରା

ଧନ୍ୟ ଧନ୍ୟରେ ତୁହିପାଚିଲା ଆମ୍ବଫଳ ଯାକରେ ତୁହି ଦମ୍ଭ,ରେ ପାଚିଲା ଆମ୍ବ।। ହୋଇଲେ ତୋର ଫୁଲବୋଲାଉ ତୁ ବ‌ଉଳକାମଦେବର ଏକ ଅଙ୍ଗରେ ପାଚିଲା ଆମ୍ବ।। ବିବାହ ଉତ୍ସବରେମାଙ୍ଗଳିକ କାର୍ଯ୍ୟରେତୋ ପତ୍ରେ ବସେ ପୂର୍ଣ୍ଣକୁମ୍ଭରେ ପାଚିଲା…

ନବ ବୟସୀ – ସୁନୀଲ କୁମାର ବେହେରା

(ରାଗ- କେଦାର, ଚକ୍ରକେଳି ବାଣୀ) ନବବୟସୀର ରୂପକୁ ଦେଖିନୟନଯୁଗଳ ଯାଉଛି ଲାଖିନବଘନ ଦେଖି ରୂପ ତୋହରନଦୀତୀରେ ଆସି କରେ ନଜର।। ନଦୀର ଗର୍ଭରୁ ନ‌ଉକା ଧରି ନାଉରିଆ ଟୋକା ଆସେ ବାହାରିନଚାକୁଦା କରି ଯାଏ…

ରୂପବତୀ ପ୍ରିୟା – ସୁନୀଲ କୁମାର ବେହେରା

ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ….କେହି ବା ନୋହିବେ ସମ ତୋର ରୂପକୁ,ରଖିଲି ଆଖି ଯୋଖି ସଖୀ ରୂପସଙ୍ଗକୁ…..। ଚାଲି ଆସିବା ଠାଣି  ସିଂହ ବନେ ଭ୍ରମ‌ଣୀଗଳେ ଲୋମକୁ ସାଜି ସାଧୁଭାବକୁ….ରଖିଲି ଆଖି ଯୋଖି…

କାନ୍ତ ଅଭିମାନିନୀ – ସୁନୀଲ କୁମାର ବେହେରା

କହେ ପାରିଜାତ     ଶୁଣ ଗୋ ସଂଗାତ       ଶୁଣ ମୋର ମନକଥା ବଡ ଅମାନିଆ       ପରଜାପତିଟି      ବଢ଼ାଉଛି ମନେ ବ୍ୟଥା ।। ମୋତି ମାଣିକଠୁ …