ଜାଗ୍ରତ ହୁଅ ଆହେ କବିବର ଜାଗ୍ରତ ତୁମେ ହୁଅ ଜାଗ୍ରତ କର ଲେଖନୀ ମୁନକୁ ଜାଗରଣେ ଆଙ୍କିଦିଅ।।୧।। ଜାଗୁରକ ସାଜ ଆହେ କବିବର ଜାଗୁରକ ତୁମେ ସାଜ …

ଜାଗ୍ରତ ହୁଅ ଆହେ କବିବର – ସୁନୀଲ କୁମାର ବେହେରା ବିଷୟଟି ଆଗକୁ ପଢନ୍ତୁ »

ସ୍ଵାର୍ଥପର ମଣିଷ ମୁଁ ସ୍ଵାର୍ଥପର ମଣିଷ ଅହଂକାରୀ ନର ମୁହିଁ ଦିଅ ମୋତେ ଆଶିଷ।।୧।। ଭଲମନ୍ଦ ସବୁଥିରେ ନାହିଁ ମୋର ବିଚାର ମୁଁ ବୋଲି ଶବ୍ଦଟିରେ ବିସ୍ତାର …

ସ୍ବାର୍ଥପର ମଣିଷ ମୁଁ – ସୁନୀଲ କୁମାର ବେହେରା ବିଷୟଟି ଆଗକୁ ପଢନ୍ତୁ »

ଅଭିମାନୀ-ପ୍ରିୟା ଅନୁରାଗେ ଆସିଅଭଲ ବାରତା ଦିଏଅଭୟପତ୍ରକୁ ଅଭାଷଣେ ଦେଇଅଭିଧ୍ୟାନେ ଚାହିଁଥାଏ ।।୧।। ଅଭିମାନୀ ଆଜି ଅଭିପ୍ରଣୟରେଅଭିଯୋଗ ଆଣୁଥାଏଅଭିପ୍ରାୟ ତା’ର ଅଭରଟିକିଲିଅଭିନୟେ କହୁଥାଏ ।।୨।। ଅଭିଜ୍ଞାପନରେ ଅବିଧ୍ୟା ଆଣ‌ଇଅଭିଜ୍ଞା-ଅଭିମାନିନୀଅଭିଜନଠାରେ …

ଅଭିମାନୀ ପ୍ରିୟା – ସୁନିଲ କୁମାର ବେହେରା ବିଷୟଟି ଆଗକୁ ପଢନ୍ତୁ »

ଚାହାଣିରେ ତୁମ ଭରିଅଛି ପ୍ରିୟାସପ୍ତରଙ୍ଗୀ ଇନ୍ଦ୍ରଧନୁନୟନ-ଯୁଗଳ ଅଂଶୁଜାଳରୂପୀନ ପାର‌ଇ ଭୁଲି ମନୁ।।୧।। ଚୋରାଚାହାଣିର ଗୋଲାପିଫଗୁଣେଚଞ୍ଚଳିତ ତନୁଧାମଅଳପଲାଜୁଆ ସ୍ମିତହାସ୍ୟ ତୁମତନୁଛାୟାରେ ଗୋ….ମନ।।୨।। ତତପତ୍ରୀ ପରି ତନ୍ତ୍ରିକା ସୁନ୍ଦରୀଗଢିଦେଲା ତପସ୍ପତିତନୁଭୂତି …

ରୂପସୀ ପ୍ରିୟା – ସୁନିଲ କୁମାର ବେହେରା ବିଷୟଟି ଆଗକୁ ପଢନ୍ତୁ »

ଦୂର ପରବତୁ କାନନ ବୁକୁରୁଝର‌ଇ ତଟିନୀ ରାଣୀକଳକଳ ନାଦେ ଛଳଛଳ ଗୀତେବୋହିନିଏ ବକ୍ଷେ ପାଣି ।।୧।। ଜୀବନ-ପଥରେ ହଟିବନି ସେ.. ତକରିଅଛି ଟାଣପଣଗମ୍ଭୀର ପଥ ଆସିଲେ ବି …

ଅନୁରାଗ ପ୍ରେମ – ସୁନୀଲ କୁମାର ବେହେରା ବିଷୟଟି ଆଗକୁ ପଢନ୍ତୁ »

ସପନଟି ମୋର କବିଟିଏ ହେବିମନରେ ରଖିଛି ଭାବିକେତେ ଯେ କବିତା ଆଙ୍କିବି ପ୍ରଣୟେହୋଇଗଲେ ଥରେ କବି ।।୧।। ପାଶେ ନାହିଁ ମୋର ସାହିତ୍ୟର ଜ୍ଞାନତଥାପି ଲେଖୁଛି ଭାବି,ଫଗୁଣର …

କବିଟିଏ ହେବି – ସୁନିଲ କୁମାର ବେହେରା ବିଷୟଟି ଆଗକୁ ପଢନ୍ତୁ »