କବିତା – ତୁମ ପାଇଁ ଘରଟିଏ – ସୁରେନ୍ଦ୍ରନାଥ ମହାନ୍ତି

ମନରେ ତୋଳିଛି ଛୋଟ ଘରଟିଏନେଇ ବସାଇଛି ତୁମକୁଆଖିର ଝରକା ଖୋଲି ଦେଲେ ତୁମେଆଉ ବା ଦେଖିବ କାହାକୁ? ଆଉ କାର ଘର ଇଟା ପଥରରେଆମ ଘର ଗଢ଼ା ପ୍ରୀତିର ଛାଞ୍ଚ ରେଝଡ଼ ବରଷାରେ ଭାଙ୍ଗିବନୀ…