କେମିତି ଖେଳିବି ହୋଲି – ତପନ କିଶୋର ପ୍ରଧାନ

ବାଇଗେଣୀ ଅଟେ ତୋର ମନର ବିଶ୍ୱାସଘନନୀଳ ପୁଣି ତୋର ରାଶି ରାଶି କେଶ…ନୀଳ ନୀଳ ଭସା ଆଖି ଆକାଶର ଛାଇ…ସବୁଜ ଅଟଇ ତୋର ମନଖୋଲା ହସ…ହଳଦିଆ ତୋର ପାଦ ଦିଶଇ ସୁନ୍ଦରସବୁଠୁ ସତେଜ ତୋର…

ସମୟ ଓ ଶ୍ରାବଣୀ – ତପନ କିଶୋର ପ୍ରଧାନ

ଶ୍ରାବଣୀ ଗୋ, ଭୁଲ ବୁଝନା ମୋତେସେଦିନ ମୁଁ ରାଗିଥିଲି ସିନାଲୁଚାଇଲ ବୋଲି ମୋର – ପ୍ରିୟାର ଆଳାପଆଜି କିନ୍ତୁନିତି ଖୋଜେ, ନିତି ଚାହେଁ ତୁମ ଉପସ୍ଥିତିନୂଆ ଶବ୍ଦ, ନୂଆ ରବ, ନୂଆ ରୂପ ପାଏ…

ମନୀଷା ଓ ରଜ – ତପନ ପ୍ରଧାନ

କେମିତି ମନୀଷା, କଟାଉଛ ରଜ ମଉଜକୁରଜ ଦୋଳି ଆଉ ତାର ଫାଶୀ ଦଉଡିକୁ ନେଇକେମିତି ବା ଖେଳୁ ଅଛ ଦୋଳିଅହ ରହ ଲୁହ ଢାଳିବାକୁ ! ପହିଲି ରଜରେ ,ବୈଶାଖୀର ବିଦାୟୀ ଖରାରେଅସୁମାରୀ କୁସୁମର…

ପରମାଣୁ ଗଳ୍ପ – ଆନ୍ଦୋଳନ – ତପନ ପ୍ରଧାନ

ମଦ ବିରୋଧୀ ଆନ୍ଦୋଳନ ପାଇଁ ଖୁବ ଜୋରରେ ପ୍ରସ୍ତୁତି ଚାଲିଛି । ଛକରେ ଜମା ହୋଇଥିବା ପୁରୁଷ ଓ ସ୍ତ୍ରୀ ଲୋକମାନେ ନିଶାଗ୍ରସ୍ଥ ଭାବେ ଅଧିକ ମଦ ନ ଦେଲେ, ଆନ୍ଦୋଳନ ପାଇଁ ଯିବେ…

ଆମ୍ବ ଓ ଜୀବନ – ତପନ ପ୍ରଧାନ

ଆଜି ଗାଆଁକୁ ଯାଇଥିଲି । ପୁରୁଣା ଘର ମାଝୀତୋଟା ଆଡେ ଘେରାଏ ବୁଲି ଆସିଲି । ଚାରିଆଡେ ଆମ୍ବ ଗଛରେ ବଉଳ ଭର୍ତ୍ତି। ଏ ବର୍ଷ ନିଶ୍ଚୟ ଭଲ ଆମ୍ବ ଫଳିବ । ଆମ୍ବ…

ଗଳ୍ପଟିଏ ନୁହେଁ – ଆମ୍ବ ଓ ଜୀବନ – ତପନ ପ୍ରଧାନ

ଆଜି ଗାଆଁକୁ ଯାଇଥିଲି । ପୁରୁଣା ଘର ମାଝୀତୋଟା ଆଡେ ଘେରାଏ ବୁଲି ଆସିଲି । ଚାରିଆଡେ ଆମ୍ବ ଗଛରେ ବଉଳ ଭର୍ତ୍ତି । ଏ ବର୍ଷ ନିଶ୍ଚୟ ଭଲ ଆମ୍ବ ଫଳିବ ।…

ଦ୍ଵିତୀୟ ଈଶ୍ୱର – ତପନ ପ୍ରଧାନ

ତପନ ପ୍ରଧାନବିଳାଶୁଣି, କଟକ ମଣିଷ ସାଜିଛି ଆଜି ଦ୍ଵିତୀୟ ଈଶ୍ୱରକେବେ ବିଶ୍ଵକର୍ମା ସାଜେ, କେବେ ପୁଣି ତାଣ୍ଡବ ଶିବର ।ଚନ୍ଦ୍ରମାରେ ପାଦ ପୁଣି ମଙ୍ଗଳରେ ଯାନସୃଷ୍ଟିର ରହସ୍ୟ ଭେଦ, ଈଶ୍ୱର କଣିକାପରମାଣୁ ଅସ୍ତ୍ରର ଭଣ୍ଡାରତଥାପି…

ଦ୍ଵିତୀୟ ଈଶ୍ୱର

ତପନ ପ୍ରଧାନବିଳାଶୁଣି, କଟକ ମଣିଷ ସାଜିଛି ଆଜି ଦ୍ଵିତୀୟ ଈଶ୍ୱରକେବେ ବିଶ୍ଵକର୍ମା ସାଜେ, କେବେ ପୁଣି ତାଣ୍ଡବ ଶିବର ।ଚନ୍ଦ୍ରମାରେ ପାଦ ପୁଣି ମଙ୍ଗଳରେ ଯାନସୃଷ୍ଟିର ରହସ୍ୟ ଭେଦ, ଈଶ୍ୱର କଣିକାପରମାଣୁ ଅସ୍ତ୍ରର ଭଣ୍ଡାରତଥାପି…