ବହୁତ କିଛି କହିବାର ଥିଲା – ତପସ୍ଵିନୀ ଦାଶ

ଭରସା ଥିଲା ଲେଉଟିବ କେବେ ନା କେବେ ଭେଟିବିଭିଡକୁ ଆଡେଇ,ହେଲେ କାହାଠୁ ବୁଝିବି ତା କଥାଜଣା ତ ନ ଥିଲା ମୁଁ ତ ତାକୁ ହରେଇବା ପରେ ପରେ ହିଁହଜେଇ ଦେଇଥିଲି ତା ଠିକଣା…

କବି ତୁମେ ଦ୍ଵିତୀୟ ଈଶ୍ୱର – ତପସ୍ଵିନୀ ଦାଶ

ଯେଣୁ ତୁମେ ସୃଷ୍ଟି କରିପାରତୁମ ଦିବ୍ୟ ଲେଖନୀରେନିତ୍ୟ ସୃଜନୀରେନୂଆ ସୂର୍ଯ୍ୟ ଚନ୍ଦ୍ର ପୁଣି ନୂତନ ସାଗରଫୁଲ ଫଳ ଭରା ନୂତନ ସହରସବୁଜ ସହର ଦେଇପାର ସବୁଜ ସଙ୍କେତ,କବି ! ତୁମେ ତ ଆଙ୍କିପାର ନୀଳ…

ରାବଣ ପୋଡ଼ି ଟା ଜମିବ ଏଥର – ତପସ୍ୱିନୀ ଦାଶ

ଲଙ୍କାସୁର ରାବଣ କୁ ମାରିଫେରିଲା ପରେ ତ ଆଶ୍ବସ୍ଥ ଅଯୋଦ୍ଧାବାସୀ ଅଯୋଦ୍ଧା ନଗରୀଆଉ ଭୟ ନାହିଁ ସୀତା ମାନେ ସୁରକ୍ଷିତ ଏଥରରାମ ମାନଙ୍କୁ ଆଉ କରିବାକୁ ପଡିବନି ଯୁଦ୍ଧ,ତାକୁ ତ ମାନି ଆସୁଛୁଫି ବର୍ଷ…

ଅନୁତାପ – ତପସ୍ୱିନୀ ଦାଶ

ମୁଁ ସତରେ ଭଲ ପାଏକି ତାଙ୍କୁଯଦି ପାଏନି ତାହେଲେ କାହିଁକିମୋ ମନ ଚାହୁଁଛି ଯେ ସେ ପ୍ରଶ୍ନ ଟାମୋ ପ୍ରେମ ପ୍ରତି ଉଦ୍ଦିଷ୍ଟ ଥାଉ,ବନ୍ଧୁତ୍ୱ ପ୍ରତି ନୁହଁହୋଇଥିବ ତଥାପି ଅନେକ ବାରଏ ପ୍ରଶ୍ନ ଗୋଳେଇ…

ସ୍ମୃତିଲିପି – ତପସ୍ୱିନୀ ଦାଶ

ରାତିକୁ ମାଡି ମକଚି କେମିତି ଧସେଇ ପଶି ଆସେ ତା ସ୍ମୃତିଲୋକେ ବୋଲିବେ କଅଣ ରୂଢି ରେବୋଳି ହୋଇଯାଏ ମସିହା,କେତେବେଳେ ପବନ ଆସି ଗାଁ ର ଶାଗୁଆ ମାଟିକୁ ଚୁମିଲା ପରିଚୁମିଯାଏ ସାରା ଶରୀରଗଛର…

ଯେବେ ବି – ତପସ୍ଵିନୀ ଦାଶ

ଯେବେ ଯେବେମୁଁ କହିଛି ତୁମକୁଆସନା ଏ ଯନ୍ତ୍ର ଦୁନିଆରେଟୋପେ ହସିନେବାତୁମେ ମନେ ପକାଇ ଦେଇଛକେତେ କେତେ ତୃଷାର୍ତ୍ତ ମୁହଁ ର ହସଲିଭା ଘଟଣାମୁଁ ପଛେଇ ଆସିଛି ଛାଡିମୋ ଦି ପାଦ ଅଗଣା, ପୁଣି ଯେବେ…

ମେଘ – ତପସ୍ଵିନୀ ଦାଶ

କଳା ହାଣ୍ଡିଆ ମେଘ ଟାବହେ ଛେଚି ଦେଇଗଲେଉସାସିଆ ହୋଇ ଯାଏସେ କଅଣ ବୁଝେତା ଅଥାନିଆ ବର୍ଷାରେଘଡଘଡି ଚଡ଼କରେକେତେ ହୋଇଛି କ୍ଷତିକେତେ ଯାଇଛି ଜୀବନ।କଅଣ ଆଉ କରନ୍ତାସେ ବି ତ କାନ୍ଦୁଥିଲା ଗୁମୁରି ଗୁମୁରିଏଇ କେତେ…

ମୌସୁମୀ ବର୍ଷା ଓ ବନ୍ୟା – ତପସ୍ଵିନୀ ଦାଶ

ମୋର ଲାବଣ୍ୟମୟୀ ରୂପକୁତମେହିଁ ଶୁଣାଉଥିଲ ନା ଆବାହନୀସଂଗୀତପ୍ରେମର ଓଂ କାରପ୍ରଣୟ ର ମହାମନ୍ତ୍ରତମେ ହିଁ ମୋ ପିଠି ଥାପୁଡ଼ାଇକହୁଥିଲ ନା ତମ ବିନା ମୋ ଜୀବନଅଧୁରାମୋତେ ପାଇ ହେଲନାହିଁ ତସ୍ୱୟଂ ସମ୍ପୂର୍ଣ୍ଣଖୋଜିଲ ଟଙ୍କା ସୁନା…