କବିତା – ବାହୁଡାଇ ନିଅ ବାହୁଡା ଦିନ – ତପସ୍ଵିନୀ ଦାଶ ଷଡଙ୍ଗୀ

ରଜନୀ ପାହିଲା ଉଠ ପଙ୍କଜମୂଖ ଅରୁଣିମା ବିଛୁରିଲା ଶୁଭେ ଭକତ ଡାକ।ବାହୁଡା ସମୟ ଏବେ ଆଖର ହେଲାଉଠ ଉଠ ଜଗନ୍ନାଥ ନକରି ହେଳା।ପଦ୍ମାଳୟା ଏବେ ଥିବେ ବାଟକୁ ଜଗିଆସିବେ କାଳିଆସୁନା ମନ୍ଦିରେ ବେଗି।କେତେକେତେ ଭକତ…

ମନ କଥା ପ୍ରଭୂ ତୁମରି ପାଶେ – ତପସ୍ଵିନୀ ଦାଶ ଷଡଙ୍ଗୀ

କାହିଁକି ମାଗିବି ଦିଅ ମୋତେ କିଛି ମାଗିକି ମାଗନ୍ତା ହେବି ନାହିଁ ହେଦେଇଛ ଯେତିକି ସେତିକିରେ ଖୁସିତୁମର ଚିନ୍ତନ କରୁଥିବି ହେ।ଧନ ବଇଭବ କିଛି ଦିନ ପାଇଁତୁମର କରୁଣା ମିଳୁଥାଉ ହେଲୋଭ ମୋହ ପଛେ…

ଭାବନା – ଚିଠି ଟିଏ ପରମାତ୍ମାଙ୍କୁ – ତପସ୍ଵିନୀ ଦାଶ ଷଡଙ୍ଗୀ

ପରମ ପୂଜ୍ୟ ହେ ବିଶ୍ୱନିୟନ୍ତା, ଆପଣଙ୍କ ଚରଣାରବିନ୍ଦରେ ମୋର କୋଟି କୋଟି ପ୍ରଣାମ।ହେ ପ୍ରଭୂ ମୋର ନୟନର ଲୋତକ ରୂପୀ ଝରଣାରେ ଆପଣଙ୍କ ପାଦ ପ୍ରକ୍ଷାଳିତ କରୁଛି ମୋର ଅନ୍ତରର ମନ୍ଦିର ରେ ଯେଉଁଠି…

ବାହୁଡାଇ ନେବ ପ୍ରଭୂ ବାହୁଡା ଦିନ – ତପସ୍ଵିନୀ ଦାଶ ଷଡଙ୍ଗୀ

ରଜନୀ ପାହିଲା ଉଠ ପଙ୍କଜମୂଖ ଅରୁଣିମା ବିଛୁରିଲା ଶୁଭେ ଭକତ ଡାକ।ବାହୁଡା ସମୟ ଏବେ ଆଖର ହେଲାଉଠ ଉଠ ଜଗନ୍ନାଥ ନକରି ହେଳା।ପଦ୍ମାଳୟା ଏବେ ଥିବେ ବାଟକୁ ଜଗିଆସିବେ କାଳିଆସୁନା ମନ୍ଦିରେ ବେଗି।କେତେକେତେ ଭକତ…

ଅଭିମାନିନୀ ପଦ୍ମାଳୟା – ତପସ୍ଵିନୀ ଦାଶ ଷଡଙ୍ଗୀ

ଅଭିମାନେ ପଦ୍ମାଳୟା ଲୁହକୁ ଗଡାଇ କେଉଁ ଦୋଷେ ଦଣ୍ଡିଲ ହେ ବ୍ରହ୍ମାଣ୍ଡର ସାଇଁ।କିବା ଅପରାଧେ ମୋତେ ଗଲ ଠକି ଦେଇସାଥେ ନେଇଗଲ ତୁମେ ଭଗିନୀ ଓ ଭାଇ।ଏଇଠି ଆସୁଛି କହି ପାଞ୍ଚ ଦିନ ହେଲାମୋହ…

ନାଟକର ଶେଷ ଦୃଶ୍ୟ – ତପସ୍ଵିନୀ ଦାଶ ଷଡଙ୍ଗୀ

ଜୀବନ ନାଟକେ ଅଭିନୟ ପାଇଁ ପଠାଇଲେ ନିର୍ଦ୍ଦେଶକସେହି ପରମାତ୍ମାଙ୍କ ନିର୍ଦ୍ଦେଶ କୁ ମାନି ଚାଲିଥାଏ ଏ ନାଟକ।ନିର୍ଦ୍ଦେଶକ ସିଏ ପଥ ପ୍ରଦର୍ଶକ ସେହି ପରା ଅନ୍ତର୍ଯ୍ୟାମୀଚରିତ୍ରକୁ ଆମେ ଚିତ୍ରିତ କରାଉ ଆମେ ତାଙ୍କ ଅନୁଗାମୀ।କିଏ…

ବାକି ରହିଗଲା ଅନେକ କଥା – ତପସ୍ୱିନୀ ଦାଶ ଷଡ଼ଙ୍ଗୀ

(ଏକ ବୀର ଜବାନ ର ତା ପ୍ରୀୟତମା ସ୍ତ୍ରୀ ପ୍ରତି ତା ଶେଷ ମୁହୁର୍ତ୍ତ ରେ) ବାକି ରହିଗଲା ଅନେକ କଥାଛାତି ରେ ଦେଲା ସେ ଅସହ୍ୟ ବ୍ୟଥାମନ କାନଭାସେ ପଡିଲା ନଥା।ସମୟ ଦେଲାନି…

ହେ କଳା ଠାକୁର – ତପସ୍ଵିନୀ ଦାଶ ଷଡଙ୍ଗୀ

ଭାବଗ୍ରାହୀ ତୁମେ କମଳାଙ୍କ ବର ଅଟ ପ୍ରଭୂ ତୁମେ ଭକ୍ତ ଗଳାହାରପତିତ ଜନଙ୍କ ଉଦ୍ଧାର ପାଇଁକି ଉଡେ ତୁମ ବାନା ହୋଇ ଫର ଫର। ହେ କଳା ଠାକୁର ହେ କଳା ଠାକୁର….!ଜୀବନ ଜଞ୍ଜାଳେ…