ହେ କରୋନା – ତ୍ରିଲୋଚନ ଦାସ

ତୁମକୁ ପରଖିଛି ନିତିନିତି ଖବର କାଗଜ ପୃଷ୍ଠାରେ ତୁମେ ନିର୍ଦ୍ଦୟ, ଅସହ୍ୟ ନର୍କ-ଯନ୍ତ୍ରଣାର ନୀରବ ବାହକ ତୁମ ଅପକର୍ମେ, ମୋ’ ଭିତରେ ରୋମନ୍ଥନ ପ୍ରତି ମୁହୂର୍ତ୍ତରେ ତୁମ ନୀଳ ବିଷ ଜହରରେ ଜଳୁଛି ମୁଁ…

ମୁଁ ରାସ୍ତା କହୁଛି – ତ୍ରିଲୋଚନ ଦାସ

ସାଇତି ରଖିଛି ଅନେକ ସ୍ମୃତିକୁ ଏଇ ମୋର ହୃଦୟରେ ମିଶାଣ ଫେଡାଣ ଗୁଣନ ହରଣ କଷିଛି ମୋ ବୁକୁ ପରେ… ॥୦॥ ଯୋଡିଛି ହୃଦୟ ଆନ ହୃଦୟରେ ମନରେ ମିଶାଇ ମନ ଦେଖିଅଛି ମୁଁ…

ଆଖିଠାର ମାରେ ଜହ୍ନ – ତ୍ରିଲୋଚନ ଦାସ

ବଇଶାଖୀ ଖରା ଜାଳି ଦିଏ ମନ ମରୀଚିକା ତୋଳେ ଭ୍ରମ, ଅଧା ସପନରେ ଭାଙ୍ଗିଯାଏ ନିଦ ପ୍ରିୟା ରାଗି ତମ ତମ ॥୦॥ ଘୋର ବନସ୍ତରେ ନିଆଁ ଲାଗେ ଯେବେ ମନ ତଳେ ଉଠେ…

ଜୀବନ ବହୁଛି – ତ୍ରିଲୋଚନ ଦାସ

ଜୀବନ ବହୁଛି ନଈଟିଏ ପରି ଦୁଇ କୂଳ ଛୁଇଁଛୁଇଁ, କେତେ ସୁଖ ଦୁଃଖ ହସ ଲୁହ କାନ୍ଦ ଅସରା କାହାଣୀ କହି ।୦। କେବେ ରାଗରୁଷା ମାନ ଅଭିମାନ ଚାଆ ପିଆଲାରେ ଝଡ଼, କେବେ…

ଖୁସି – ତ୍ରିଲୋଚନ ଦାସ

ଜୀବନର ଶେଷ ନିଃଶ୍ଵାସ ଯାଏ ଲୋ ତୋତେ ଭଲ ପାଉଥିବି, ଯା’ ସାଥେ ରହ ତୁ ଖୁସିରେ ରହଲୋ ତୋ’ ଖୁସିରେ ବଞ୍ଚିଯିବି ॥୦॥ ସଭିଏଁ ଖୋଜନ୍ତି ଖୁସି ସବୁବେଳେ ନିଜପାଇଁ ସ୍ଵାର୍ଥ ବେଶି,…

ବାଟ ଓ ବାଟୋଇ – ତ୍ରିଲୋଚନ ଦାସ

ବାଟ ଚାଲୁଚାଲୁ ଝୁଣ୍ଟି ପଡୁଥିଲେ ବାଟର କି ଅବା ଦୋଷ ବିଚରା ବାଟୋଇ ଆନ୍ଦୋଳିତ ମନେ ଅସରନ୍ତି ଅବସୋସ।୦। ବାଟୋଇର ବାଟ ସରିବ କେଉଁଠି ବାଟୋଇକୁ ନାହିଁ ଜଣା ହେଲେ ଝୁଣ୍ଟି ପଡି ନିରତେ…

ଶୀତର ଗୀତି – ତ୍ରିଲୋଚନ ଦାସ

ଶୀତ ଫେରୁଅଛି କାକର ଶେଯରେ ଲାଜର ଓଢଣୀ ଦେଇ ବସନ୍ତ ଆସୁଛି ମୃଦୁ ସମୀରଣେ କୋକିଳର କୁହୁ ଗାଇ ||୦|| ଫଗୁଣ ହସୁଛି ପ୍ରୀତିରଙ୍ଗ ଧରି ଫୁଲେଇ ପ୍ରିୟାକୁ ଦେଖି ସହକାର କୁଞ୍ଜେ ହଳଦୀ…

ସିଏ ତ ଆମରି ମାଆ – ତ୍ରିଲୋଚନ ଦାସ

ଅତି ଆପଣାର ହୋଇଥାଏ ଯିଏଦୁଃଖରେ କହଇ ଆହାଅନ୍ତଫାଡି ଯିଏ ଜନମ ଦେଇଛିସିଏ ତ ଆମରି ମାଆ।।୦।। ଥନ ଭାଙ୍ଗି ଖିର ଖୁଆଇଛି ଯିଏଜୀବନ ଦେଇଛି ଦାନପଣତ କାନିରେ ଘୋଡେଇ ରଖିଛିଖୋଜିନାହିଁ ଯଶମାନହାତଧରି ବାଟ କଢେଇ…