ମୁଁ ତୁମ ଅପେକ୍ଷାରେ – ଉମେଶ କୁମାର ବେହେରା

ଉମେଶ କୁମାର ବେହେରା କର୍ଲାବାହାଲି, କଣ୍ଟାବାଞ୍ଜି, ବଲାଙ୍ଗୀର ଆଜି ମୁ ଶୋଇନି ତୁମ ଅପେକ୍ଷାରେ କେତେବେଲୁ ଶୋଇ ସାରିଛି କୋଳାହଳ ଦୁନିଆଁ ହେମାଳର ଚାଦର ଘୋଡେଇ କେତେବେଲୁ ଶୋଇ ସାରିଛି ସବୁଜ ପରିବେଶ ମୁଁ…