ହସେ କାଶତଣ୍ଡି – ଉଷାରାଣୀ ଦାସ

ଆକାଶରେ  କଳାବାଦଲ ଘୋଟିଛି ବହେ ସୁଲୁସୁଲୁ ବାଆ ନଦୀ ପଠାରେ ହସେ କାଶତଣ୍ଡି ଅଣିଣକୁ ଡାକେ ଆ’ କନକ ଗୋରୀ ବଡ ଚତୁରୀ ସକାଳୁ ସିନାନ  ସାରି ଦେବାଳୟ ଯାଏ ବଡ ଶରଧାରେ ଦିଅଁ…

ତମେ ଓ ମାତୃଭାଷା – ଉଷାରାଣୀ ଦାସ

ଭାଷା ସାହିତ୍ୟର ଉଦ୍ଧାର କରତା ବସିଛ ନୀରବେ ମଉନେ ମାତୃଭାଷା ପ୍ରୀତି ହଜି ହଜି  ଯାଏଦେଖି ପାରୁନାହିଁ ନୟନେ ଭାଷାଆନ୍ଦୋଳନେ ତୁମ ଯୋଗଦାନ ଇତିହାସ ତାର ସାଖି ଆଜିର ମଣିଷ ବୁଝିବି ବୁଝେନା ପାରେନା…

ପହିଲି ରଜ – ଉଷାରାଣୀ ଦାସ

ଧୁଧୁ ଖରା ଜଳୁଛି ଧରଣୀ ବରଷାର ନାହିଁ ଦେଖାଏସନ ଗୋରୀ କେମିତି ପାଳିବ ରଜସବୁ ଲାଗେ ଫିକା ଫିକା ସକାଳ ପହରୁ ସଜ ସେ ହୋଇଛିବଉଳର ନାହିଁ ଦେଖାଖିଲିପାନ ଜାକି ଓଠ ରଂଗାଇଛିମନରେ ପଶିଛି…

ମୋ ମାଆ – ଉଷାରାଣୀ ଦାସ

ଅଝଟ ହେଲେ ଅବା ରୁଷିଲେ ବେଶି ଲାଗୁ ତୁ ନିଜରମୁଁ ନଖାଇଲେ ଖାଉନୁ କିଛି ଜଗିଥାଉ ମୋ ପାଖର ଏମିତି ବିତେ ମୋ ପିଲାଦିନତହରି ପଣତ ତଳେ ଏବୟସରେ ସେ କଥା ଭାବି ଆଖିରୁ…

କୁସୁମାକାର – ଉଷାରାଣୀ ଦାସ

କୁସୁମିତ ତୋର କୃଷ୍ଷକବରୀ ବାସନ୍ତୀରେ ଅସଜଡା ତୋ କୁରଳିସବୁଜିମା ଭରା ପୁଷ୍ପିତ ତ ନୟନ ଗଳାରେ ତୋ କୂଟଜର ମାଳି ହୃଦରେ ତୋ ସ୍ବଛ ପବିତ୍ର ମନ୍ଦାକିନୀ ବକ୍ଷରେ ବିହଙ୍ଗଙ୍କ ଖେଳି  କୁହୁକୁହୁ ତ…

କଳଙ୍କ – ଉଷାରାଣୀ ଦାସ

ଭିଡ ଭିତରୁ ଫୁସୁର ଫାସରଟୁପଟାପ ଶୁଭେ କାହିଁ  ପାଇଁକଳଙ୍କ ଲଗାଇ କାହା ମସ୍ତକରେହସ କିବା ଛାତି ଫୁଲାଇ କଳଙ୍କତ ଅଟେ ଟୀକା କାଳିମାର ଲାଗିଲେ ସେ ଥରେ ଲିଭଇ ନାହିଁତୁମକୁ ଯା ସତ ମୋ…

ଫଗୁଣ ଚଇତ୍ରରେ – ଉଷାରାଣୀ ଦାସ

ଫଗୁଣ ଆସେ ଥିରି ଥିରିକୃଷ୍ଣଚୁଡାରେ ରଂଗ ଭରିଚିତ୍ରପଟ୍ଟ ପରି ଲାଗେ ଧରଣୀପଳାଶ ଫୁଲରେ ହୋଇ ଛାଉଣୀ ବାସନ୍ତୀ ଦିଏ ବୁଣି ଶିରିଷା ଫୁଲର ବାସବନେ କୁଟଜ ଖେଳାଏ ତାର ସୁବାସକୋଇଲିର କୁହୁତାନ କୁମ୍ଭାଟୁଆ ରାବହଳଦୀବସନ୍ତ…

ତିତିଲି – ଉଷାରାଣୀ ଦାସ

ତିତିଲି ତୁମ ଶୀତଳ ପରଶେଶିହରିତ ହେଲା ମୋ ତନୁମନକିଏ କହେ ତମେ ଆତଂକକିଏ କହେ ତମେ ପ୍ରଳୟରତାନ ତମେତ ଏକ ଅଝଟିଆ ଚୁଲବୁଲି ଝିଅ ଭାରି ଅମାନିଆ ଆନମନାକଣତମେ କରିଚାଲ  ନଥାଏ ତାରକିଛି ଠିକ…