ରୂପ ଗୁଣ – ଉଷାରାଣୀ ପଣ୍ଡା

ରୂପ ସୌନ୍ଦର୍ଯ୍ୟେ ବଶକେବଳ ନୟନେ,ଚିତ୍ତ ମୋହ କରିଥାଏସୁଗୁଣ ଦର୍ଶନେ।ରୂପ ଲାଳସାରେ ଜନେହୁଅନ୍ତି ଅଧୀର,ଗନ୍ଧହୀନ ପଲାସ ଯେହୁଏ ହତାଦର।ଗୁଣଗ୍ରାହୀ ବ୍ୟକ୍ତି କିନ୍ତୁସଦାକାଳେ ଗ୍ରାହ୍ୟ,ଧୀବୁଦ୍ଧି ଶକ୍ତିର ବଳେନାହିଁ ପରାଜୟ।ଗୁଣି ଜନ ଗୁଣ ବଳେକରେ ଆକର୍ଷଣ,ଯଥୋଚିତ ସମ୍ମାନରେକରେ ପଦାର୍ପଣ।ବିଛୁଆତି…

ହେ ଗୁରୁଦେବ – ଉଷାରଣୀ ପଣ୍ଡା

ତୁମେ ହିଁ ଈଶ୍ବର ବ୍ରହ୍ମା ମହୀଧରଜ୍ଞାନ ପ୍ରଦୀପ ଜଳାଇଦୂରୀଭୂତ କର ଅଜ୍ଞାନ ଅନ୍ଧାରଜ୍ଞାତସାର ତଥ୍ୟ ଦେଇ । ବିଦ୍ୟାଆଳୟର ଶ୍ରେଷ୍ଠ ପୂଜ୍ୟବରବିଚକ୍ଷଣ ଜ୍ଞାନ ବହିକରି ପରମାର୍ଥ ଶିକ୍ଷା ( ବିଦ୍ୟାର୍ଥୀ) ଭବିଷ୍ୟତହିତ ଉପଦେଶ ଦେଇ…

ସ୍ୱାଧୀନତାର ଅନ୍ତରାଳେ – ଉଷାରାଣୀ ପଣ୍ଡା

କୋଇଲି କିଆଁ ଆଜି ଏତେ ଲୋ ଚହଳକୋଣ ଅନୁକୋଣେ ଉଡେ ତ୍ରିରଙ୍ଗା ଚିରାଳ (ଲୋ କୋଇଲି) ଖଞ୍ଜନପକ୍ଷୀ ପରାୟ ହୋଇଖଚମିଛ କଥାରେ ପେଟ କି ପୂରଇ (ଲୋ କୋଇଲି) ଗଉନ୍ତିଆ ଜନଙ୍କ ଭାଷଣଗଗନମଣ୍ଡଳୁ ସତେ…

ଡର – ଉଷାରାଣୀ ପଣ୍ଡା

ପାପୀ ଡରୁଥାଏ ପୁଣ୍ୟବନ୍ତଠାରେଚୋର ଡରୁଥାଏ ଆଲୋକକୁ ,ପରାଜୟୀ ଡର ବୀଜୟୀଙ୍କଠାରେଅଜ୍ଞାନ ଡରଇ ଜ୍ଞାନକୁ । ଅସତ୍ୟ ଡରଇ ସତ୍ୟତାର ଠାରେପଣ୍ଡିତ ଡରେ ମୁର୍ଖ ଯୁକ୍ତିକୁ ,ହତାଶୀ ଡରଇ ଆଶାୟୀଙ୍କ ଠାରେକୁଣ୍ଠିତ ଡରୁଥାଏ ତ୍ୟାଗକୁ ।…

ପାପପୁଣ୍ୟ – ଉଷାରାଣୀ ପଣ୍ଡା

ସବୁ ପ୍ରାଣିଠାରୁ ମାନବ  ଜନମଜଗତରେ ହେଲା ଶ୍ରେଷ୍ଠଭଲ ମନ୍ଦ ପାପ ପୂଣ୍ୟ ବିଚାରରେକରିଛି ତାକୁ ଉଦ୍ଦିଷ୍ଟ…! କଲେ ଭଲ କାମ ଜୀବନ ଭିତରେଧରମଟି ପାଇଥାଏମନ୍ଦ କାମ କଲେ ମରଣ କାଲରେପାପରେ କୁହୁଳି ଯାଏ….! ଅଢେଇ…

ମନେପଡ଼ ତୁମେ – ଉଷାରାଣୀ ପଣ୍ଡା

ଠିକ୍ ଏଇ ଦିନେ ପଡ ତୁମେ ମନେଅତୀତର ସେଇଦିନ,ରଜ ପରବରେ ଝୁଲିଣ ଦୋଳିରେଖାଉଥିଲେ ଖିଲିପାନ ।ଖେଳୁଥିଲେ ଦୁହେଁ ପରସ୍ପର ସ୍ନେହେମମତା ରଜ୍ଜୁରେ ବାନ୍ଧି,ନଥିଲା ଛଳନା ଅବା ଦୁର୍ଭାବନାଅକପଟ ପ୍ରେମେ ବନ୍ଦୀ ।ମାନ ଅଭିମାନେ ରୁଷିଲେ…

ସନ୍ଧ୍ୟା – ଉଷରାଣୀ ପଣ୍ଡା

ଅସ୍ତମିତ ହେଲେ ରବିସାଥେ ଧରି ରଙ୍ଗଛବି ,ପଶ୍ଚିମ ଆକାଶ ଦିଗେଲୁଚିଗଲେଣି ସରାଗେ ।ପକ୍ଷୀଗଣ ଧାଡିଧାଡିନୀଡକୁ ଯାଆନ୍ତି ଉଡି ।ଗାଈଆଳ ଗାଈ ଧରିବଇଁଶୀ ହାତରେ ଧରି ।ବେସୁରା ରାଗରେ ଗୀତଗାଇ ହୋଇ ଉଲ୍ଲସିତ ।ଧୂଳି ଉଡାଇ…

ହେ ପ୍ରଭୁ – ଉଷାରାଣୀ ପଣ୍ଡା

ହେ ଦୟାସାଗର କରୁଣା ଭଣ୍ଡାରଠୁଳ କରିଅଛ ସାଇଁ ,ଏ ଅଧମ ପ୍ରତି ଦିଅ ଦିବ୍ୟଦୃଷ୍ଟିପାପରୁ ଉଦ୍ଧାର ପାଇଁ ।।କାୟା ମୋ ଅଚଳ ସରିଲାଣି ବଳହୃଦେ ଭରିଲା ଆକୁଳ ,ଆପଣା ସ୍ବାର୍ଥରେ ଲୋଭ ବିମୋହରେହରାଇଲି ଥଳକୂଳ…