ଆପଣ ବର୍ତ୍ତମାନ ଏହିଠାରୁ ପଢୁଛନ୍ତି
ମୂଳପୃଷ୍ଠା > ବଣମଲ୍ଲୀ ପ୍ରଶ୍ନୋତ୍ତର

ପ୍ରଥମ ପାଠ – ମନ୍ଦିରମାଳିନୀ ଓଡିଶା

ଓଡିଶାର ସଂସ୍କୃତି ଖୁବ ପ୍ରାଚୀନ । ସମଗ୍ର ଭାରତ ବର୍ଷରେ ଆମ ରାଜ୍ୟ ମନ୍ଦିରମାଳିନୀ ଓଡିଶା ରାଜ୍ୟ ଭାବେ ପରିଚିତ । ଆମ ରାଜ୍ୟରେ ଅନେକ ପ୍ରାଚୀନ ଏବଂ ମଧ୍ୟଯୁଗୀୟ ମନ୍ଦିର ଦେଖିବାକୁ ମିଳେ । ଏସବୁ ମନ୍ଦିର ଗୁଡିକ ସୁଚେଇ ଦେଇଥାଏ ଓଡିଆ ଜାତିର ଧର୍ମ ବିଶ୍ଵାସ ତଥା ନିଖୁଣ କଳା କାରିଗରୀକୁ । ବଣମଲ୍ଲୀର ମହକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟରେ ଆମେ ଓଡିଶାର କିଛି ମନ୍ଦିର ମାନଙ୍କ ଉପରେ ପ୍ରଶ୍ନ ପ୍ରସ୍ତୁତ କରିଅଛୁ । ଯାହାକି ଆମ ସଂସ୍କୃତି ଜ୍ଞାନର ଅଭିବୃଦ୍ଧି ନିମନ୍ତେ ଅତ୍ୟନ୍ତ ସହାୟକ ହୋଇପାରିବ ବୋଲି ଆଶାକରାଯାଏ ।

Top