top of page


Sthitipragyan Swain
3 days ago1 min read
କବି : ଗୋଟେ ମିଛୁଆର ନାଁ
ସାହିତ୍ୟ ସମୁଦ୍ରକୂଳେ ସବୁଦିନ ବସେ ଗୋଟେ ଲୋକଟିଏ, ତତଲା ବାଲିଟା ତା' ପାଇଁ ତତଲା ନୁହେଁ, ତାକୁ ଲାଗେ ସେଇଟା ଜୀବନ ମୁଦ୍ରାର ଏକ ପାର୍ଶ୍ୱଟିଏ । ଘରୁ ଆସିଲା ବେଳେ...
11
0


Classic Literature
Feb 21 min read
ନମସ୍ତେ ପ୍ରଭୁ ଜଗନ୍ନାଥ
ନମସ୍ତେ ପ୍ରଭୁ ଜଗନ୍ନାଥ ।
ଅନାଥ ଲୋକଙ୍କର ନାଥ ।।
ନମସ୍ତେ ପ୍ରଭୁ ବାସୁଦେବ ।
ଭକତ ଜନଙ୍କ ବାନ୍ଧବ ।।
27
0


Classic Literature
Jan 1, 20241 min read
ଗଛ ଓ କାଠୁରିଆ
ପଲ୍ଲୀକବି ନନ୍ଦ କିଶୋର ବଳ ରହ ଆରେ କାଠୁରିଆ ନ ପକାଅ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ । ନ ଫୁଟୁ ପଛକେ ବାସଫୁଲ ଗଛ ଦେହେ, ନ ଉଡ଼ୁ ପଛକେ ମଧୁମକ୍ଷିକା...
2
0


Ranjan Kumar Brahma
Aug 23, 20231 min read
ଚନ୍ଦ୍ର ଏବେ ବେଶି ପାଖ
ବୋଉର କୋଳରୁ ମାମୁଘର ସଦା ଲାଗୁଥାଏ ବେଶି ପାଖ, କାଖରୁ ଓହ୍ଲାଇ ହାତ ବଢ଼ାଇଲେ ଦୂରଲାଗେ ସେଇ ଦେଶ ।। ବୈଜ୍ଞାନିକ ଜ୍ଞାନ ସତ କରିଦେଲା ଇସ୍ରୋର ସଫଳ ଦେଖ, କରୋନା...
2
0


Dr. Narayan Chandra Senapati
Jul 10, 20231 min read
ସନ୍ନ୍ୟାସୀ
ପାଞ୍ଚ ବିକାରକୁ ପାଦରେ ଏଡେଇ ଶୁନ୍ୟତା ପିଇ ଯେ ହୁଅଇ ଖୁସି ଜୀବନ ଯୁଦ୍ଧରେ ହାରନ୍ତିନି କେବେ ସଦା ପୂଜ୍ୟ ସିଏ ଶୁଦ୍ଧ ସନ୍ନ୍ୟାସୀ । ତ୍ୟାଗର ସମ୍ରାଟ ନିଷ୍ଠାର ସେବକ...
1
0


Kahnu Charan Sahoo
Jun 26, 20231 min read
ଆଧୁନିକ ଶ୍ରବଣ କୁମାର
ବଦଳିଲା ଯୁଗ ବଦଳିଲା ଭାବ ବଦଳିଲା ପ୍ରେମ ସ୍ନେହ ମାତାପିତା ଆଜି ବୃଦ୍ଧକାଳେ ବସି ଆଖିରୁ ଝରାନ୍ତି ଲୁହ ॥ ଅନ୍ଧର ଲଉଡି ଭାବିଥିଲେ ଦିନେ ଜନ୍ମ ଦେଇ ପୁଅଝିଅ ଯେ ଯାହା...
30
0


Kalpana Rout
May 31, 20231 min read
ସପନର ଆରପାରି ଗାଁ
ଅତୀତଟା ଯେବେ ମନେପଡେ ମୋର ସ୍ମୃତି ହୋଇଯାଏ ତାଜା, ସ୍ଵପ୍ନ ଭଳି ଲାଗେ ବିଗତ ଦିନର ଲୁଚକାଳି ଖେଳ ମଜା ॥୧॥ ନଈ ଆରପାରି ଗାଆଁ ଥିଲା ମୋର କେତେ ଆପଣାର ସତେ, ସ୍ମରଣ...
2
0


Sarbani Das
Mar 9, 20231 min read
କବିତା - ମୁଁ
ଏ ଶୀତ ସହରର ଛାତି ତଳେ ଜଳେ ବେଦନାର ମରୁଭୁଇଁ, ନୀରବ ନଈର ରିକ୍ତ ନାଉରୀ ମୁଁ କୂଳ କଥା ଭାବେ ନାହିଁ ॥ କେନ୍ଦେରା ଶବଦେ ହଜିଯାଉଥିବା ମୁଁ ନିରାସକ୍ତ ଯୋଗୀଟିଏ,...
3
0
bottom of page