ବିଶ୍ଵସ୍ତ ଭୃତ୍ୟ – ପଞ୍ଚତନ୍ତ୍ର କାହାଣୀ

ନିଶା ଗରଜୁଥାଏ, ଠିକ୍ ସେହି ମୁହୂର୍ତ୍ତରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ

ଅତିଲୋଭରୁ ମୃତ୍ୟୁ – ପଞ୍ଚତନ୍ତ୍ର କାହାଣୀ

ପଞ୍ଚତନ୍ତ୍ର କାହାଣୀ : ଥରେ ଗୋଟିଏ ଶିକାରୀ ଶିକାର କରିବାପାଇଁ ଘଞ୍ଚ ଜଙ୍ଗଲରେ ଆସି ପହଞ୍ଚିଗଲା । ସେ ଯେମିତି ଜଙ୍ଗଲରେ ଯାଇ ପଶିଲା, ତତକ୍ଷଣାତ ହରିଣଟିଏ ଦେଖିଲା ଓ ତାକୁ ଶରମାରି ଶିକାର କଲା । ସେ ମଲା ହରିଣଟିକୁ କାନ୍ଧରେ ପକାଇ ଆଗକୁ ଆଗକୁ ଚାଲିଲା । ହଠାତ ଗୋଟିଏ ଶୁକର ଦେଖିବାକୁ ପାଇଲା । ଶୁକରଟିକୁ ଦେଖି ସେ ବେଶ ଆନନ୍ଦିତ ହେଲା । ଆଜିତ

କୃଷ୍ଣଜନ୍ମ ଚରିତ – ପଣ୍ଡିତ ମାର୍କଣ୍ଡ ମିଶ୍ର ଦେବଶର୍ମା

ରଚନା – ପଣ୍ଡିତ ମାର୍କଣ୍ଡ ମିଶ୍ର ଦେବଶର୍ମା, ମଙ୍ଗଳାଯୋଡି, ଖୋର୍ଦ୍ଧା ଅଶୀ ବର୍ଷ ତଳର ପ୍ରାଚୀନ ତାଳପତ୍ର ଖେଦାରୁ ସଂଗୃହୀତ ଶୁକଦେବ କହେ ଶୁଣ ପରୀକ୍ଷ ରାଜନ ଶ୍ରୀକୃଷ୍ଣର ଜନ୍ମଲୀଳା ଅପୂର୍ବ କଥନ । କ୍ଷୀରାବଧି ତଟେ ବ୍ରହ୍ମାଦି ଦେବେ କଲେ ଧ୍ୟାନ ଦୁଷ୍ଟ କଂସ ନାଶ କରି ରଖ ଦେବଗଣ । ତୁମେ ନରଖିଲେ ପ୍ରଭୁ ହୋଇଲୁ ଅରକ୍ଷ ଶରଣ ରକ୍ଷଣ ବାନା ରଖ ପଙ୍କଜାକ୍ଷ । ଏତେ ଜଣାଇଣ ଦେବେ ହୋଇଲେ ମଉନ ଜାଣି ସୁପ୍ରସନ୍ନେ ଆଜ୍ଞା ଦେଲେ ଭଗବାନ