ପାନ୍ଥଶାଳାର ପଥିକ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

କାହିଁ କେତେଦୂରେ ଚାଲିଗଲ ତୁମେ ଖୋଜୁଛି ମୁଁ ନିତି ଆଜି ମୋ ମନ ନୀଡରେ ବସା ବାନ୍ଧିଥିଲ କେଉଁଆଡେ ଗଲ ହଜି ॥ ଭେଟ ହୋଇଥିଲ ନିବୁଜ ସନ୍ଧ୍ୟାରେ ସାଜି କେଉଁ ପଥିକଟେ ଠିକଣା ମାଗିଲେ ପାନ୍ଥଶାଳାକୁ ଦେଇ ତ ପାରେନା ମତେ ॥

ଭସା ମେଘ – ରୀତା ଅପରାଜିତl ମହାନ୍ତି

ମୁଁ ଏମିତିକା ଭସା ମେଘ ନୀଳ ଆକାଶରେ ଭାଷିବୁଲୁଥାଏ ଝରଣା କି ଧରା ରେ ଝରିବାର ନାହିଁ ମୋ ଆଶ। ମୁଁ ଚାହେଁ ବର୍ଷିବାକୁ ସରମି ଲତାଟିଏ ତୁମେ ହସିପାର ଏ କେମିତିକା ଭସା ମେଘ ଆମ୍ରପଲ୍ଲୀ, ଶୈଳଶ୍ରୀବିହାର, ଭୁବନେଶ୍ଵର, ମୋ- ୯୩୩୮୫୮୪୮୫୭

ଖାସ୍ ତୁମ ରି ପାଇଁ କି – ହୃଷୀକେଶ ପାଢୀ

ମୋ କଥା ତୁମେ ଭାବୁଅଛ ସେଠି ତୁମକୁ ଭାବେ ମୁଁ ଏଠି ଭାବନା ଆମର ଏକା ହୋଇଗଲେ କି ଦିନ ଆଉ ରାତି । ଆଡଭୋକେଟ ହୃଷୀକେଶ ପାଢୀ ସଂପାଦକ- ନୀଳଚକ୍ର ପ୍ରକାଶନ ବୋଳକଣା, ଡେଲାଙ୍ଗ, ପୁରୀ

ଖାସ୍ ତୁମରି ପାଇଁ କି – ହୃଷୀକେଶ ପାଢୀ

ତୁମେ ପାଶେ ଥିଲେ କେତେ ଯେ ଆନନ୍ଦ କେ କରି ପାରିବ କଳି ତୁମ ହାତ ସ୍ପର୍ଶ ମୋ ଦେହେ ବାଜିଲେ ମନ ପଡଇ ଉଛୁଳି ହୃଷୀକେଶ ପାଢୀ ବୋଳକଣା, ଡେଲାଙ୍ଗ, ପୁରୀ