ଓଡିଶା ପର୍ଯ୍ୟଟନରେ ଅଂଶୁପା ହ୍ରଦ : ଏକ ଅବଲୋକନ – ସମିର କୁମାର ବେଉରା

ପର୍ଯ୍ୟଟନ କ୍ଷେତ୍ର ହିସାବରେ ଅନେକ ପଛରେ ଥିଲେ ବି ସୌନ୍ଦର୍ଯ୍ୟ ତାର ଅତୁଳନୀୟ । ଓଡ଼ିଶାର ସୁନ୍ଦରୀ ଚିଲିକାର ସାନ ଭଉଣୀ ହିସାବରେ ଜଣାଯାଏ, ଅଂଶୁପା । ଅଂଶୁପା, ଘୋଡା ଟାପୁ ଆକୃତିର ମଧୁର ଜଳଭରା ହ୍ରଦ । ଗୋଟେ ପଟେ ତାର ସାରଣ୍ଡା ପାହାଡ ଅନ୍ୟ ପଟେ ମହାନଦୀର ଧାର । ଚାରିପଟେ ତାର ଭରିରହିଛି ବାଉଁଶ, କାଜୁ ତଥା ଆମ୍ବ ଇତ୍ୟାଦି ବୃକ୍ଷମାନଙ୍କର ଗହଳି । କବିବର

ଭ୍ରମଣ କାହାଣୀ – ମାନସପଟ୍ଟରେ ପାରିକୁଦ – ଧ୍ରୁବ ଚରଣ ବେହେରା

(ଭ୍ରମଣ କାହାଣୀ ମାନସ ପଟରେ ପାରିକୁଦ - ପଣାସଂକ୍ରାନ୍ତି ଦିନ ମୁଁ ଓ ମୋର ପରିବାର) ସମୟ ଅପରାହ୍ନ ୧ଟା ବେଳେ ଆସି ପହଞ୍ଚିଲୁ ଏମିତି ଏକ ରୂପ ସମ୍ଭାରର ସ୍ଥାନରେ ଯାହର ନାମ ଅତୀତ ତଥା ବିଶ୍ଵ ଇତିହାସରେ ରହି ଆସିଛି । ସେହି ପିଲାଦିନର ଅତି ପରିଚିତା "ଚିଲିକା " ଏକ ଉତ୍ସବ ମୂଖର ପରିବେଶ ଓ ମାନସ ପଟରେ ଆଙ୍କିଦିଏ ରମ୍ୟ ମନୋଲିସାର ଛବି । ସେଥିପାଇଁ ତ

ବିଶ୍ଵ ପର୍ଯ୍ୟଟନରେ ମଙ୍ଗଳାଯୋଡି – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ତଥ୍ୟ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମଙ୍ଗଳାଯୋଡି, ଖୋରଧା ଦୂରଭାଷ : ୯୪୩୭୧୮୩୯୩୭ ଏସିଆ ମହାଦେଶର ସର୍ବ ବୃହତ୍ତମ ଲୁଣା ହ୍ରଦ ଚିଲିକାର ଉତ୍ତର-ପୂର୍ବ ଉପକୂଳରେ ଅବସ୍ଥିତ ଗାଁ ଟିର ନାଁ ମଙ୍ଗଳାଯୋଡି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ ଟାଙ୍ଗୀ ବସଷ୍ଟାଣ୍ଡ ଠାରୁ ଦକ୍ଷିଣ-ପୂର୍ବ ଦିଗକୁ ମାତ୍ର ୫ କିଲୋମିଟର ଦୂର । ଏହାର ଆର୍ଦ୍ର ଭୂମି ବିଦେଶାଗତ ପକ୍ଷୀ ମାନଙ୍କୁ ଆକୃଷ୍ଟ କରିଥାଏ । ଶୀତଦିନେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଶହ

ଓଡିଶାର ପ୍ରମୁଖ ଶକ୍ତିପୀଠ – ଭୂଷଣ୍ଡପୁରର ମାଆ ଉଗ୍ରତାରା

ଭୂଷଣ୍ଡପୁରର ଉଗ୍ରତାରା ଶକ୍ତିପୀଠ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ସନ୍ନିକଟ ଭୂଷଣ୍ଡପୁର ରେଳ ଷ୍ଟେସନ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଏହି ଶକ୍ତିପୀଠଟି । ସ୍ଥାନଟିର ନାଁ ମୂଳିଝରଗଡ । ପ୍ରାଚୀନ ରାଜତନ୍ତ୍ରର ଏହି ମୂଳିଝରଗଡର ଅଧିଷ୍ଠାତ୍ରୀ ଦେବୀ ଥିଲେ ମାଆ ଉଗ୍ରତାରା । ଓଡିଶାରେ ଗଙ୍ଗ ବଂଶର ରାଜତ୍ଵ ସମୟରେ ତତ୍କାଳୀନ ଗଜପତି ମହାରାଜାଙ୍କ ଦ୍ଵାରା ଏହି ମନ୍ଦିରଟି

ପୂର୍ଣ୍ଣ ବିଗ୍ରହ ପୁରୁଷୋତ୍ତମ କ୍ଷେତ୍ର ଜାଗୁଳିପାଟଣା – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଅଗଷ୍ଟ ୧୫ ତାରିଖ ୨୦୧୬ ମସିହା॰॰ ସେଦିନ ଥାଏ ଶ୍ରାବଣ ମାସର ଶେଷ ସୋମବାର । ଏକ ଧାର୍ମିକ ସମ୍ମିଳନୀରେ ଯିବାର ସୁଯୋଗ ମିଳିଲା ଜାଗୁଳିପାଟଣା । ଖୋର୍ଦ୍ଧା ଜିଲ୍ଲାର ଛୋଟ ଗାଁ ଟିଏ । ଖୋର୍ଦ୍ଧା ସହର ଠାରୁ ମାତ୍ର ୬ କିଲୋମିଟର ଦୂର । ପୂର୍ଣ୍ଣ ବିଗ୍ରହ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ ଏହି ସ୍ଥାନଟି । ଜଗନ୍ନାଥଙ୍କ ବିଗ୍ରହରେ ହାତ ପାଦ ଦୃଶ୍ୟ ହୁଏ ନାହିଁ

ଐତିହାସିକ ପୋତାଗଡ ଦୁର୍ଗ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଖୋରଧା ମୋ ମାଆଙ୍କ ଜନ୍ମସ୍ଥାନ ଗଞ୍ଜାମ । ମାଆଙ୍କ ସହିତ ପିଲାବେଳୁ ପ୍ରତିବର୍ଷ ଗଞ୍ଜାମ ଯିବାର ସୁଯୋଗ ମିଳିଥାଏ ମତେ । ଅନେକ ଥର ପୋତଗଡର ଭଗ୍ନ ଦୁର୍ଗ ବୁଲିବାର ସୁଯୋଗ ମିଳିଛି ପିଲାବେଳୁ ଆଜି ପର୍ଯ୍ୟନ୍ତ କିନ୍ତୁ କେବେ ଏହାର ଇତିହାସକୁ ଅବଲୋକନ କରିନଥିଲି । ପୋତାଗଡ ବିଷୟରେ ଅନେକ ଭୌତିକ କଥାବସ୍ତୁ ସବୁ ପିଲାବେଳୁ ଶୁଣିଥିଲି । ଯେବେ ମୁଁ ସେହି ଭଗ୍ନ ଦୁର୍ଗର ଚଟାଣରେ