ଗନ୍ଧ ପୂଜନ – ରାଜେଶ ପୂଜାରୀ

Rajesh Pujari

Rajesh Pujari

ଯୁବକବି ରାଜେଶ ପୂଜାରୀ ଓଡିଆ ସାହିତ୍ୟ ଜଗତରେ ଏକ ସୁ-ପରିଚିତ ନାମ । ତାଙ୍କ ଜନ୍ମ ତା:୨୫/୦୬/୧୯୯୪ ରିଖ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କୁଶମେଲ ଗ୍ରାମରେ।ମାଆ ଗାନ୍ଧର୍ବୀ ଦେବୀ ବାପା ପଣ୍ଡିତ ଚୂଡାମଣି ପୂଜାରୀ । ତାଙ୍କ ଆଦର୍ଶରେ ଦିକ୍ଷିତ ହୋଇ କବି ଲେଖନୀ ଚାଳନା କରିଥାନ୍ତି । ପଠନ,ଲିଖନ ଓ ସମାଜ ସେବାରେ ରୁଚି ରଖନ୍ତି । ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ସେ ଏବେ ଉଚ୍ଚ ଶିକ୍ଷା ପାଇଁ ଅଭ୍ୟାସ ଲିପ୍ତ । ଏଯାବତ୍ "ଉକିଆର ଖୋଜ୍"ଓ "ଆଶା ନିରାଶା"ନାମକ ଦୁଇଟି ସମ୍ବଲପୁରୀ/କୋଶଲି କବିତା ସଂକଳନ ପ୍ରକାଶିତ । କୈବଲ୍ୟ କଣିକା, ଅଝଟ ଶ୍ରାବଣ, ସୁଭାବେ ଭିଜାଇ ମତି, ମାଆର ଅମୃତ ସ୍ପର୍ଶ ଓ ଅନ୍ୟାନ୍ୟ କବିତା ଆଦି କବିତା ପୁସ୍ତକ ଓ କିଛି କଥା ଗଳ୍ପ ପୁସ୍ତକ ଅପ୍ରକାଶିତ । ତାଙ୍କର ଲେଖା ଓଡ଼ିଶା ତଥା ଓଡ଼ିଶା ବାହାରେ ଅନ୍ୟାନ୍ୟ ପତ୍ର-ପତ୍ରିକାରେ ପ୍ରକାଶିତ । ସେ ତାଙ୍କ ସାହିତ୍ୟ ସାଧନା ପାଇଁ ଅନେକ ଅନୁଷ୍ଠାନରୁ ସମ୍ମାନିତ ।

You may also like...

Leave a Reply

Your email address will not be published. Required fields are marked *