ଝୁଲି ଝୁଲି ଆସେ ରଥ – ଶୁଭକାନ୍ତ ସାହୁ

SUBHAKANTA SAHU

SUBHAKANTA SAHU

ଶୁଭକାନ୍ତ ସାହୁ, ଜନ୍ମ ସ୍ଥାନ:ଦେଉଳପଲ୍ଲୀ,କଳମ୍ବ,ପୋଲସରା, ଗଞାମ। ଜନ୍ମ ତିଥି:୦୫-୦୨-୧୯୮୩ ବୃତ୍ତି:ଶିକ୍ଷକତା, ଯୋଗ୍ଯତା: M.A. in Education,B.Ed. "ପୋଲସରା ସମ୍ବାଦ ସାହିତ୍ୟ ଘର"ର ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ବ ନିର୍ବାହ କରେ।ମୁଁ ଗଳ୍ପ,କବିତା, ପ୍ରବନ୍ଧ,ଶିଶୁ କବିତା, ଗୀତି କବିତା, ଆଦି ଲେଖେ। ବେଳେବେଳେ କଟାକ୍ଷ ଓ ବ୍ଯଙ୍ଗ ମଧ୍ୟ ଲେଖେ।ଅନୁପମ ଭାରତ, ସମ୍ବାଦ, ଧରିତ୍ରୀ ଏବଂ ଅନ୍ୟାନ୍ୟ ପତ୍ରପତ୍ରିକାରେ ମୋର ଶତାଧିକ ଲେଖା ପ୍ରକାଶିତ। STORY MIRROR, POEM HUNTER, AAWHAN E-MAGAZINE ବଣମଲ୍ଲୀର ମହକ, ବେଦାନ୍ତୀ ଇ-ପତ୍ରିକା ଆଦି online magazineରେଏ ମଧ୍ୟ ଅନେକ ଲେଖା ପ୍ରକାଶିତ। Story mirror litcon କବିତା ପ୍ରତିଯୋଗିତାରେ ରାଜ୍ୟ ସ୍ତରରେ ପ୍ରଥମ। ଆହ୍ବାନ ଗଳ୍ପସ୍ପର୍ଦ୍ଧା ପ୍ରତିଯୋଗିତାରେ ତୃତୀୟ। "ମନସ୍ବିନୀ" ପରିବାର ତରଫରୁ "ବାଣୀପୁତ୍ର" ସମ୍ମାନରେ ସମ୍ମାନିତ। ଶତାଧିକ ଲେଖା ଏବେବି ଅପ୍ରକାଶିତ।କୌଣସି ପୁସ୍ତକ ପ୍ରକାଶିତ ପ୍ରୟାସ କରିନାହିଁ।

You may also like...

4 Responses

  1. manas ranjan pattanayak says:

    ଏହି କବିତାରେ ଶେଷପଦରେ ରଥଯାତ୍ରାରେ ମାଉସୀ ଘରକୁ ଯିବାର ସୂଚନା ଅଛି।କିନ୍ତୁ ଜଗନ୍ନାଥ ମହାପ୍ରଭୁ ମାଉସୀମା ମନ୍ଦିର ଯାଆନ୍ତି ନାହିଁ।ସେ ଗୁଣ୍ଡିଚାରାଣୀ ଘରକୁ ଯାଆନ୍ତି।।ଯାହା ଗୁଣ୍ଡିଚାଯାତ୍ରା ଭାବେ ଜଣାଶୁଣା।।ତେଣୁ ସ୍ରଷ୍ଟା ଶେଷପଦକୁ ପରିବର୍ତ୍ତନ କରିପାରିବେ ଯଥା ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି ପ୍ରଭୁ ଉଡାଇ ବିଜୟ ନେତ।ଗୁଣ୍ଡିଚା ଯାତ୍ରାକୁ କଣପାଇଁ ଆମେ ମଉସୀଘର ଯାତ୍ରା କହିବା?ଧନ୍ୟବାଦ।ଜୟ ଜଗନ୍ନାଥ

  2. ଏହି କବିତାରେ ସୁଚାଉଛି ଜଗନ୍ନାଥ ତାଙ୍କ ଭାଇଭଉଣୀ ଙ୍କୁ ନେଇ ରଥଯାତ୍ରାରେ ମାଉସୀ ଘରକୁ ଯାଆନ୍ତି।ଠିକ୍‌ ନୁହେଁ।ସେ ଯାଆନ୍ତି ତାଙ୍କ ଜନ୍ମବେଦୀରେ ଦର୍ଶନ ଦେବାନିମନ୍ତେ ଗୁଣ୍ଡିଚାରାଣୀ ଘରକୁ।ତେଣୁ ଗୁଣ୍ଡିଚା ମନ୍ଦିର ଓ ମାଉସୀମା ମନ୍ଦିର ଗୋଟିଏ ନୁହେଁ।ଏହି ଧାରଣା ନିହାତି ରହିବା ଦରକାର।ସେଥିପାଇଁ ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କହନ୍ତି।ମାଉସୀ ଘର ଯାତ୍ରା ଭାବେ ପରିଚିତ କି ଆମ ପବିତ୍ର ରଥଯାତ୍ରା?

  3. ଅନାମ ଚରଣ ସାହୁ says:

    ଘୋଷଯାତ୍ରାରେ ପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଫେରିବା ସମୟରେ ମାଉସୀ ମା’ ଙ୍କ ହାତରୁ ପୋଡପିଠା ଖାଇ ଫେରନ୍ତି।

  4. ମାଉସୀ ଘରକୁ କେମିତି ଯିବେ।

Leave a Reply

Your email address will not be published. Required fields are marked *